ବ୍ରାହ୍ମ୍ୟ ମୂହୁର୍ତ୍ତ- ଭୋର ୪ଟାରୁ ସକାଳ ୬ଟା ହେଉଛି ସବୁଠୁ ସଠିକ୍ ସମୟ
କାରଣ ଏହି ସମୟରେ ବହୁତ ଶାନ୍ତ ସହ ଆଧ୍ୟାତ୍ମିକ ବାତାବରଣ ରହିଥାଏ
ମଙ୍ଗଳବାର ଓ ଶନିବାର ପ୍ରଭୁ ହନୁମାନଙ୍କ ଆରାଧନା କରାଯାଏ
ଏହି ୨ଦିନ ଧରି ଆପଣ ଯଦି ହନୁମାନ ଚାଳିଶା କରନ୍ତି ତେବେ ଶୁଭଫଳ ପ୍ରାପ୍ତ ହେବ
ଯଦି ବ୍ୟସ୍ତବହୁଳ ଜୀବନ ମଧ୍ୟରେ ସକାଳୁ ଉଠି ପାଠ କରିପାରୁନାହାଁନ୍ତି ତେବେ ସନ୍ଧ୍ୟାରେ ପାଠ କରିପାରିବେ
ସନ୍ଧ୍ୟା ଦେବା ପରେ ପାଠ କଲେ ମଧ୍ୟ ଶୁଭ ହୋଇଥାଏ ଓ ପ୍ରଭାବୀ ହୋଇଥାଏ
ହନୁମାନ ଚାଳିଶା କୌଣସି ସ୍ୱଚ୍ଛ ଓ ପରିସ୍କାର ସ୍ଥାନରେ ବସି ପଢିବା ଉଚିତ୍
ତେବେ ପ୍ରତିଦିନ ପାଠ କରିବାର ଅଭ୍ୟାସ ରଖନ୍ତୁ...ସକାଳ ସଞ୍ଜେ ଦିବେଳା ପଢିବା ଉଚିତ୍