କିନ୍ତୁ ଶନିବାର ନ୍ୟାୟର ଦେବତା ଶନି ଦେବଙ୍କ ଲାଗି ସମର୍ପିତ ।
ଏଭଳି କିଛି କାର୍ଯ୍ୟ ଅଛି, ଯାହା କରିବା ଦ୍ବାରା ଶନିଦେବ କ୍ରୋଧିତ ହୋଇଥାଆନ୍ତି।
ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଶନିବାର ଦିନ କୌଣସି ଅସହାୟ ଲୋକଙ୍କୁ ଅପମାନ କରିବା ଉଚିତ୍ ନୁହେଁ।
ଗରିବ କିମ୍ବା ଅସହାୟ ଲୋକଙ୍କୁ ହଇରାଣ କରିବା ପରି କାର୍ଯ୍ୟ କରନ୍ତୁ ନାହିଁ।
ଏହା କରିବା ଦ୍ବାରା ଶନିଦେବ କ୍ରୋଧିତ ହୋଇଥାଆନ୍ତି।
ସେହିପରି, ଶନିବାର ଦିନ ଲୁହା କିଣନ୍ତୁ ନାହିଁ।
ବୟସ୍କ ମାନଙ୍କୁ ଅଣଦେଖା କି ଅପମାନ ଲାଗିଲା ଭଳି କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।
ଯଥା ସମ୍ଭବ ସେମାନଙ୍କୁ ସମ୍ମାନ ଦେଲେ ଶନିଦେବଙ୍କ ଆର୍ଶିବାଦ ପାଇବେ। (Disclaimer: ଏହାମାତ୍ର କେବଳ ସୂଚନା ଆଧାରିତ । କୌଣସି ଉପାୟ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହିତ ପରାମର୍ଶ କରିନିଅନ୍ତୁ।)