Vastu Tips: ଏହି ୭ଟି ଜିନିଷରେ ଭୁଲରେ ମାରନ୍ତୁନି ଗୋଡ, ନଚେତ୍ ଜୀବନଯାକ ରହିବ ଆର୍ଥିକ ସମସ୍ୟା

Aug 17, 2024, 11:52 AM IST

Rashmita Sahoo

ବାସ୍ତୁ ଶାସ୍ତ୍ର ଦୈନନ୍ଦିନ ଜୀବନ ପାଇଁ ନିତାନ୍ତ ଜରୁରୀ

କାରଣ ଅନେକ ବାସ୍ତୁଶାସ୍ତ୍ର ସମସ୍ୟା ହେତୁ ଆପଣଙ୍କ ଜୀବନରେ ଅନେକ ପରିବର୍ତ୍ତନ ଦେଖାଦିଏ

ତେବେ ଆସନ୍ତୁ ଜାଣିବା ଏମିତି କେତୋଟି ୭ଟି ଜିନିଷର ଅଛି ଯେଉଁଥିରେ ବିଲକୁଲ ଗୋଡ଼ ମାରିବା ଉଚିତ୍ ନୁହେଁ

ଛୋଟ ଶିଶୁଙ୍କୁ ଭଗବାନ ସ୍ୱରୁପ ବିବେଚନା କରାଯାଏ, ତେଣୁ ସେମାନଙ୍କୁ କେବେ ବି ଗୋଡ଼ ମାରିବା ଉଚିତ୍ ନୁହେଁ

ଗୋମାତାଙ୍କୁ ଗୋଡ଼ ମାରିବା ଉଚିତ୍ ନୁହେଁ, ଯଦି ଭୁଲରେ ବି ଗୋଡ଼ ବାଜେ ତେବେ କ୍ଷମା ମାଗିବା ଉଚିତ୍ 

ହିନ୍ଦୁ ଧର୍ମରେ ବ୍ରାହ୍ମଣଙ୍କୁ ବହୁତ ସମ୍ନାନ ଦିଆଯାଏ, ତେବେ ଏମାନଙ୍କୁ ଭୁଲରେ ବି ଗୋଡ଼ ମାରନ୍ତୁ ନାହିଁ

ସେହିପରି ଘରର ମହିଳା ମାନେ ଘରର କବାଟକୁ ଗୋଡ଼ ମାରିବା ଉଚିତ୍ ନୁହେଁ

ହିନ୍ଦୁ ଧର୍ମରେ କୁନି ଶିଶୁ ବା କୁନି ବାଳିକାଙ୍କୁ ଦେବୀ ରୂପେ ବିବେଚନା କରାଯାଏ, ତେଣୁ ଏମାନଙ୍କୁ ଗୋଡ଼ ମାରିବା ଉଚିତ୍ ନୁହେଁ

ହିନ୍ଦୁ ଧର୍ମରେ ଅଗ୍ନି ଦେବତାକୁ ସମ୍ମାନ ର ସହିତ ପୂଜା କରାଯାଏ, ତେବେ ଅଗ୍ନି ଦେବତାଙ୍କୁ ଗୋଡ଼ ମାରିବା ଉଚିତ୍ ନୁହେଁ

ପ୍ରତ୍ୟାଖ୍ୟାନ: କୌଣସି ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ