Mahaprasad: ଜଗନ୍ନାଥ ମନ୍ଦିରର ଅବଢ଼ା କାହିଁକି ସ୍ପେଶାଲ?

Jul 1, 2023, 12:16 PM IST

Jagdish Barik

ପୁରୀରେ ଥିବା ଜଗନ୍ନାଥ ମନ୍ଦିର ବିଶ୍ୱ ବିଖ୍ୟାତ

ଏହା ଦେଶର ଥିବା ଚାରିଧାମରୁ ଗୋଟିଏ

ଜଗନ୍ନାଥ ମନ୍ଦିରର ଥିବା ରୋଷେଇ ଘରକୁ ଦୁନିଆର ସବୁଠୁ ବଡ଼ ବୋଲି କୁହାଯାଏ

ଏହି ରୋଷେଇ ଘର ସହିତ ଜଡିତ ଅନେକ ରହସ୍ୟମୟ ଜିନିଷ ଅଛି

ମହାପ୍ରସାଦ ରାନ୍ଧିବା ପାଇଁ ଗୋଟିଏ ଚୁଲିରେ ସାତୋଟି ହାଣ୍ଡିକୁ ଗୋଟିଏ ପରେ ଗୋଟେ କରି ରଖାଯାଇଥାଏ

ଆଶ୍ଚର୍ଯ୍ୟଜନକ କଥା ହେଉଛି ସବୁଠୁ ଉଚ୍ଚରେ ଥିବା ହାଣ୍ଡିରେ ପ୍ରଥମେ ଅନ୍ନ ତିଆରି ହୋଇଯାଏ

ଏଠାରେ ଛପନ ଭୋଗ ରନ୍ଧା ଯାଇଥାଏ

ମନ୍ଦିରରେ ପ୍ରତ୍ୟକ ଦିନ ସମାନ ପ୍ରକାରର ରୋଷେଇ ହୋଇଥାଏ

କିନ୍ତୁ କେବେ ନୌବେଦ୍ୟ କମ ପଡେ ନାହିଁ କି ବେଳେ ମଧ୍ୟ ନାହିଁ

ମନ୍ଦିର ବନ୍ଧ ହେବା ସହିତ ପ୍ରସାଦ ମଧ୍ୟ ଶେଷ ହୋଇଯାଏ