Astro Tips: ଭୁଲରେ ଦାନରେ ଦିଅନ୍ତୁ ନାହିଁ ଏହି ସବୁ ଜିନିଷ, ନଚେତ୍ ହୋଇଯିବେ କାଙ୍ଗାଳ!

Apr 30, 2024, 12:09 PM IST

Narmada Behera

ସନାତନ ସଂସ୍କୃତିରେ ଦାନ ମହତ୍ବ ବେଶ୍ ଗୁରୁତ୍ବପୂର୍ଣ୍ଣ । 

ଦାନ କଲେ ପୁଣ୍ୟ ମିଳିବା ସହ ଶୁଭଫଳ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ବାସ ରହିଛି।

କିନ୍ତୁ ଏଭଳି କିଛି ଜିନିଷ ରହିଛି । ତାହାକୁ ଦାନ କରିବା ଉଚିତ୍ ନୁହେଁ।

ଦାନ କରିବା ଦ୍ବାରା ଦ୍ରାରିଦ୍ରତା ମାଡି ଆସିଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। 

ଝାଡୁକୁ ମାଆ ଲକ୍ଷ୍ମୀଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ। ତେଣୁ ଝାଡୁ ଦାନ କରିବା ଉଚିତ୍ ନୁହେଁ। 

ଝାଡୁ ଦାନ କରିବା ଦ୍ବାରା ଘରେ ସବୁବେଳେ ଆର୍ଥିକ ସମସ୍ୟା ଲାଗି ରୁହେ। 

ବ୍ୟବହୃତ ତେଲ ମଧ୍ୟ କାହାକୁ ଦାନ ଭାବରେ ଦିଅନ୍ତୁ ନାହିଁ। ଏହା ଦ୍ବାରା ଶନିଦେବ କ୍ରୋଧିତ ହୋଇଥାଆନ୍ତି। 

ସନ୍ଧ୍ୟା ସମୟରେ କେବେବି ଲୁଣ ଦାନ ଦିଅନ୍ତୁ ନାହିଁ। 

ସେହିପରି କ୍ଷୀର ଓ ଦହି ବି ଦାନ ଦେବା ଉଚିତ୍ ନୁହେଁ।

ଏହି ବଦଅଭ୍ୟାସ ଆପଣଙ୍କୁ କାଙ୍ଗାଳ କରିପାରେ।  (Disclaimer: ଏଠାରେ ଦିଆଯାଇଥିବା ସୂଚନା ଜ୍ୟୋତିଷ ଶାସ୍ତ୍ର ଓ ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ZEE ODISHA NEWS ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)