Samaira Sharma: ଏଠାରେ ଦେଖନ୍ତୁ ରୋହିତ ଶର୍ମା ଝିଅଙ୍କ ୧୦ଟି ସୁନ୍ଦର ଫଟୋ

Aug 1, 2023, 05:06 PM IST

Jagdish Barik

ରୋହିତ ଶର୍ମାଙ୍କ ଝିଅର ନାମ ସମାୟରା ଶର୍ମା

ସମାୟରାକୁ ରୋହିତ ଓ ରିତିକାଙ୍କୁ ସାମି ବୋଲି ଡାକନ୍ତି

୪ ବର୍ଷୀୟା ସମାୟରା ଶର୍ମା ବହୁତ ସୁନ୍ଦର ଓ କ୍ୟୁଟ୍

ସମାୟରା ଶର୍ମା ମଧ୍ୟ ଜିଭା ଧୋନିଙ୍କ ପରି ପପୁଲାର ଷ୍ଟାର କିଡ୍

ରୋହିତଙ୍କ ଝିଅ ସମାୟରାଙ୍କ ଜନ୍ମ ୩୦ ଡିସେମ୍ବର ୨୦୧୮ ରେ ହୋଇଥିଲା 

ସମାୟରା ଶର୍ମା ଅଳ୍ପ ବୟସରେ ବହୁତ ଷ୍ଟାଇଲିସ୍ ଅଟନ୍ତି

ସମାୟରା ପ୍ରାୟତଃ ଷ୍ଟାଡିୟମରେ ନିଜ ପିତା ରୋହିତଙ୍କୁ ଚିୟର କରୁଥିବା ଦେଖାଯାଏ 

ରୋହିତ-ରିତିକା ପ୍ରାୟତଃ ସମାୟରାଙ୍କ ଫଟୋ ଓ ଭିଡିଓ ସେୟାର କରନ୍ତି 

ଟିମ୍ ଇଣ୍ଡିଆ ଓ ମୁମ୍ବାଇ ଇଣ୍ଡିଆନ୍ସର କ୍ରିକେଟରମାନେ ମଧ୍ୟ ସମାୟରାଙ୍କୁ ବହୁତ ଭଲ ପାଆନ୍ତି 

ରୋହିତ-ରିତିକା ତାଙ୍କ ଝିଅକୁ ନିଜର ସୌଭାଗ୍ୟ ମାନନ୍ତି