CSK ର ସଫଳତାରେ ସାମିଲ ହେଲେ ପରିବାର, ଦେଖନ୍ତୁ ସୁନ୍ଦର ଫଟୋ

May 30, 2023, 05:32 PM IST

Rashmita Sahoo

IPL 2023  ଟାଇଟଲ ହାତେଇଛି ଚେନ୍ନାଇ ସୁପର କିଙ୍ଗସ 

ଗତକାଲିର ମ୍ୟାଚରେ ଗୁଜୁରାଟ ଟାଇଟନ୍ସକୁ ହରାଇ ୫ମ ଥର ପାଇଁ ଚେନ୍ନାଇ ସୁପର କିଙ୍ଗସ ଟାଇଟଲ ହାତେଇଛି 

ତେବେ ଏହି ସଫଳତାରେ ଆକର୍ଷଣ ବିନ୍ଦୁ ପାଲଟିଥିଲା ଫ୍ୟାମିଲି ସହ ସେଲିବ୍ରେସନ

କ୍ରିକେଟର ସ୍ୱାମୀଙ୍କୁ ଚିୟର ଅପ କରିବାକୁ ଷ୍ଟାଡିୟମରେ ପହଞ୍ଚିଥିଲେ ପୂରା ପରିବାର 

ଟ୍ରଫି ଜିତିବା ପରେ କ୍ରିକେଟରଙ୍କ ଝିଅ ଓ ପୁଅ ସେଲିବ୍ରେସନ ନେଇ ଅନେକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି

ସେହିପରି ଧୋନିଙ୍କୁ ଚିୟର ଅପ ପାଇଁ ସବୁ ମ୍ୟାଚରେ ଉପସ୍ଥିତ ରହିଥିଲେ ସାକ୍ଷୀ ଧୋନି ଓ ତାଙ୍କ ଝିଅ ଜିଭା

ଟାଇଟଲ ଜିତିବା ପରେ ରବିନ୍ଦ୍ର ଜାଡେଜାଙ୍କ ପାଦ ଧୂଳି ନେଇ ଆଲିଙ୍ଗନ କରିଥିଲେ ପତ୍ନୀ 

ଟ୍ରଫି ଧରି ପୋଜ୍ ଦେଇଥିଲେ ଡେଭିଡ କୋନୱେ ଓ ତାଙ୍କ ପତ୍ନୀ କିମ ୱାଟସନ

ସେହିପରି ସିଏସକେର ଷ୍ଟାର ଓପନର ଋତୁରାଜ ଗାଏକ୍ୱାଡ ମଧ୍ୟ ନିଜ ପରିବାର ସହ ସେଲିବ୍ରେସନ କରିଛନ୍ତି 

ଆଜିଙ୍କ୍ୟା ରାହାଣେ ବିଜୟ ଖୁସିରେ ସାମିଲ ହୋଇଥିଲେ ତାଙ୍କ ପତ୍ନୀ ଓ ଝିଅ