୨୦୨୫ରେ ମାଲାମାଲ ହେବେ ୫ ରାଶି
Dec 24, 2024, 02:34 PM IST
Prabhudatta Moharana
ବୃଷ ରାଶି: ପଞ୍ଚାଙ୍ଗ ଅନୁସାରେ ୨୦୨୫ ମସିହା ବୃଷ ରାଶିଙ୍କ ପାଇଁ ବିଶେଷ ଲାଭବାନ ହେବ। ବୃହସ୍ପତି ବୃଷ ରାଶିକୁ ଚଳନ କରିବେ। ରାଶିର ଲୋକଙ୍କ ଭାଗ୍ୟ ଦୃଢ ହେବ।
ବୃଷ ରାଶି: ଆର୍ଥିକ ସଂକଟରୁ ମୁକ୍ତି ମିଳିବ। ସୁସ୍ଥ ଜୀବନ ଅତିବାହିତ କରିବେ।
ସିଂହ ରାଶି: ୨୦୨୫ରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଆଶିର୍ବାଦ ବର୍ଷା ହେବ। ଏହି ବର୍ଷ ସିଂହ ରାଶିର ବ୍ୟକ୍ତିବିଶେଷ ପ୍ରଚୁର ଧନ କମାଇବେ।
ସିଂହ ରାଶି: ୨୦୨୫ରେ ସିଂହ ରାଶିର ବ୍ୟକ୍ତିବିଶେଷଙ୍କ ଉପରେ ସୂର୍ଯ୍ୟ ଦେବଙ୍କ ଆଶିର୍ବାଦ ବର୍ଷା ହେବ। ଏହି ବର୍ଷ ସିଂହ ରାଶିର ବ୍ୟକ୍ତିବିଶେଷ ପ୍ରଚୁର ଧନ କମାଇବେ।
ତୁଳା ରାଶି: ଶନି ଦେବଙ୍କ ଆଶୀର୍ବାଦ ହେତୁ ଶୃଙ୍ଖଳିତ ଜୀବନ ଅତିବାହିତ କରିବେ। କ୍ୟାରିୟର ଅଗ୍ରଗତି କରିବେ।
ତୁଳା ରାଶି: ବୃହସ୍ପତିର ପ୍ରଭାବ ହେତୁ ପ୍ରଭାବଶାଳୀ ଲୋକଙ୍କୁ ଭେଟିବାର ସୁଯୋଗ ପାଇବେ।
ଧନୁ ରାଶି: ଧନୁ ରାଶି ଲୋକମାନେ ନୂଆ ବର୍ଷରେ ବିଶେଷ ସୁବିଧା ପାଇପାରନ୍ତି। ବୃହସ୍ପତିର ଅନୁଗ୍ରହରେ ସକରାତ୍ମକ ଶକ୍ତି ପାଇବେ।
ମୀନ ରାଶି: ବୃହସ୍ପତିର ବିଶେଷ ଆଶୀର୍ବାଦ ଲାଭ କରିବେ ମୀନ ରାଶିର ବ୍ୟକ୍ତିବିଶେଷ। ଅପାର ଧନ ହାସଲ କରିବେ। କ୍ୟାରିୟରରେ ମଧ୍ୟ ସଫଳତା ହାସଲ କରିବେ।
ତଥ୍ୟ- ଜ୍ୟୋତିର୍ବିଦ ଆଚାର୍ଯ୍ୟ ସତ୍ୟବ୍ରତ ପାଢୀ,ପ୍ଲଟ ନମ୍ୱର ଏଚଆଇଜି, ୧/୧୨ ବିଡିଏ କଲୋନୀ ଏଲଏନ, ଚନ୍ଦ୍ରଶେଖରପୁର, ଭୁବନେଶ୍ୱର ୭୫୧୦୧୬
Disclamer:ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।
Khan Sir Net Worth: ଗୋଟିଏ ମାସରେ କେତେ ଟଙ୍କା ରୋଜଗାର କରନ୍ତି ଖାନ ସାର୍?
Next Webstory