Khan Sir Net Worth: ଗୋଟିଏ ମାସରେ କେତେ ଟଙ୍କା ରୋଜଗାର କରନ୍ତି ଖାନ ସାର୍?

Dec 21, 2024, 08:56 PM IST

Jagdish Barik

ଖାନ ସାର୍ ଶିକ୍ଷା କ୍ଷେତ୍ରରେ ଜଣେ ଜଣାଶୁଣା ବ୍ୟକ୍ତିତ୍ୱ

ଖାନ ସାର୍ ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ମାଧ୍ୟମରେ ପିଲାମାନଙ୍କୁ ପାଠ ପଢ଼ାନ୍ତି

ଆଜି ଆମେ ଆପଣଙ୍କୁ କହୁଛୁ ଖାନ ସାର୍ ଗୋଟିଏ ମାସରେ କେତେ ରୋଜଗାର କରନ୍ତି 

ଖାନ ସାର୍ ୟୁଟ୍ୟୁବରେ ଖାନ ଜିଏସ ରିସର୍ଚ୍ଚ ସେଣ୍ଟର ନାମକ ଏକ ଚ୍ୟାନେଲ ଚଲାନ୍ତି

ଯଦି ଆମେ ଖାନ ସାର୍ ଙ୍କ ରୋଜଗାର ବିଷୟରେ କହିବା ତେବେ ଏହା ବିଭିନ୍ନ ରିପୋର୍ଟରେ ଅଲଗା ଅଲଗା ଦର୍ଶାଯାଇଛି

ଇକୋନୋମିକ୍ ଟାଇମ୍ସର ରିପୋର୍ଟ ଅନୁଯାୟୀ ଖାନ ସାର୍ ପ୍ରତି ମାସରେ ୧୦ରୁ ୧୨ ଲକ୍ଷ ଟଙ୍କା ରୋଜଗାର କରନ୍ତି

ଅନ୍ୟ ଏକ ମିଡିଆ ରିପୋର୍ଟରେ ତାଙ୍କର ମାସିକ ରୋଜଗାର ୧୫ ଲକ୍ଷ ଟଙ୍କା ବୋଲି କୁହାଯାଇଛି

ଯଦି ଆମେ ଖାନ ସାର୍ ଙ୍କ ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ଏହା ପ୍ରାୟ ୫ କୋଟି ଟଙ୍କା

ଏପରି ଏକ ସମୟ ଥିଲା ଯେତେବେଳେ ଖାନ ସାରଙ୍କ ପାଖରେ ପେନସିଲ କିଣିବାକୁ ଟଙ୍କା ମଧ୍ୟ ନଥିଲା