Dhirendra Shastri Daily Diet: ଦିନରେ ଫଳ ଓ ରାତିରେ ...ଏ ହେଉଛି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଡାଏଟ୍ ପ୍ଲାନ୍

Jul 17, 2023, 11:20 AM IST

Narmada Behera

ବାଗେଶ୍ୱର ଧାମର ମହାନ୍ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ।

ତାଙ୍କର ପ୍ରବଚନ ଶୁଣିବା ପାଇଁ ଲୋକେ ପାଗଳ । 

ଦେଶ ଓ ବିଦେଶରେ ତାଙ୍କର ବହୁତ ଭକ୍ତ ଅଛନ୍ତି। 

୨୭ ବର୍ଷିୟ ପଣ୍ତିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ନିଜର ଡାଏଟ୍ ପ୍ଲାନକୁ ନେଇ ମଧ୍ୟ ଚର୍ଚ୍ଚାରେ ଅଧିକାଂଶ ସମୟରେ ଥାଆନ୍ତି ।

ସମ୍ପୁର୍ଣ୍ଣ ଶାକାହାରୀ ହେଉଛନ୍ତି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ।

ଦିନରେ ଅଧିକ ଫଳ ଖାଇବାକୁ ପସନ୍ଦ କରନ୍ତି ।

ଏବଂ ଖାସ୍ କରି ରାତ୍ରି ଭୋଜନରେ ରୁଟି କିମ୍ବା ଭାତ ଖାଇବାକୁ ପସନ୍ଦ କରନ୍ତି।

ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ ଚା ପିଇବାକୁ ମଧ୍ୟ ଭଲ ପାଆନ୍ତି । 

ଏପରିକି ସେ ସିଙ୍ଗଡା ଖାଇବାକୁ ମଧ୍ୟ ଖୁବ୍ ଭଲ ପାଆନ୍ତି ।

ନିକଟରେ ଧିରେନ୍ଦ୍ର ସିଙ୍ଗଡା ଖାଇବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଥିଲା।