Health Tips: ସକାଳୁ ଖାଲି ପେଟରେ ପିଅନ୍ତୁ ପାନମଧୁରୀ ପାଣି, ଉଠାନ୍ତୁ ଏହି ୧୦ ବଡ଼ ଲାଭ

Oct 20, 2023, 01:15 PM IST

Prabhudatta Moharana

ପାଟି ଦୁର୍ଗନ୍ଧ ଦୂର କରିଥାଏ

ଶରୀର ଓଜନ କମ କରିବାରେ ସାହାଯ୍ୟ କରେ

ଡାଇବେଟିସ ପାଇଁ ରାମବାଣ

ଡାଇବେଟିସ ପାଇଁ ରାମବାଣ

ଆସ୍ଥମା ପାଇଁ ବେଶ ଲାଭଦାୟକ

ତ୍ୱଚାରେ ସୁଧାର ଆଣିଥାଏ

ରକ୍ତରେ ସୁଧାର ଆଣିଥାଏ

ଦୃଷ୍ଟିଶକ୍ତିରେ ବୃଦ୍ଧି କରିଥାଏ

କର୍କଟ ରୋଗ ପାଇଁ ମହୌଷଧି

ପେଟର ଗ୍ୟାସ କମ କରିଥାଏ