ଗରମ ଦିନେ କୁଲର ବ୍ୟବହାର ଅଧିକ କରାଯାଇଥାଏ
ଏହା ଘରର ତାପମାତ୍ରା ୫-୬ ସେଲସିୟସ କମ୍ କରିଦେଇଥାଏ
ଏହାର ବିଜୁଳି ଖର୍ଚ୍ଚ ଏୟାର କଣ୍ଡିସନରଠାରୁ କମ୍ ହୋଇଥାଏ
ଅଧିକ ଗରମ ହେଲେ ଲୋକ ଏୟାର କଣ୍ଡିସନର ବ୍ୟବହାର କରିଥାନ୍ତି
AC ଇଞ୍ଜିନ୍ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିଥାଏ
ଏହା ଘରର ତାପମାତ୍ରା ୧୦-୧୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ କରିଦେଇଥାଏ
କୁଲର୍ ଓ ଏସି ଉଭୟରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ
କୁଲର୍ ଓ ଏସି ଉଭୟରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ