Cooler Vs AC: କୁଲର୍ ନା ଏସି, କାହାଠାରୁ ଆସିଥାଏ ଅଧିକ ଇଲେକ୍ଟ୍ରି ବିଲ୍?

Jun 27, 2023, 07:51 PM IST

Jagdish Barik

ଘରକୁ ଥଣ୍ଡା ରଖିବା ପାଇଁ କୁଲର ଓ ଏସିକୁ ଅଧିକ ବ୍ୟବହୃତ କରାଯାଇଥାଏ

ଗରମ ସିଜିନରେ ଏହାର ଉପଯୋଗିତା ଅଧିକ ବୃଦ୍ଧି ପାଇଥାଏ

ଗରମ ଦିନେ କୁଲର ବ୍ୟବହାର ଅଧିକ କରାଯାଇଥାଏ

ଏହା ଘରର ତାପମାତ୍ରା ୫-୬ ସେଲସିୟସ କମ୍ କରିଦେଇଥାଏ

ଏହାର ବିଜୁଳି ଖର୍ଚ୍ଚ ଏୟାର କଣ୍ଡିସନରଠାରୁ କମ୍ ହୋଇଥାଏ  

ଅଧିକ ଗରମ ହେଲେ ଲୋକ ଏୟାର କଣ୍ଡିସନର ବ୍ୟବହାର କରିଥାନ୍ତି

AC ଇଞ୍ଜିନ୍ ମଧ୍ୟ ଘଣ୍ଟା ଘଣ୍ଟା ଧରି ଚାଲିଥାଏ

ଏହା ଘରର ତାପମାତ୍ରା ୧୦-୧୫ ଡିଗ୍ରୀ ପର୍ଯ୍ୟନ୍ତ କମ୍ କରିଦେଇଥାଏ 

କୁଲର୍ ଓ ଏସି ଉଭୟରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ 

କୁଲର୍ ଓ ଏସି ଉଭୟରେ ଅଧିକ ବିଜୁଳି ଖର୍ଚ୍ଚ ହୋଇଥାଏ