Ghost Life: ମୃତ୍ୟୁ ପରେ କାହିଁକି ଘୁରି ବୁଲେ ଆତ୍ମା
Jul 16, 2024, 08:27 PM IST
Prabhudatta Moharana
ଗରୁଡ ପୁରାଣ ଅନୁସାରେ ମୃତ୍ୟୁ ପରେ କାହିଁକି ଆତ୍ମା ଅଶାନ୍ତିର ସହିତ ଘୁରି ବୁଲେ। ଜାଣନ୍ତୁ ଏହି ୭ଟି କାରଣ
ଅସରନ୍ତି ଇଚ୍ଛା: ଏଭଳି ବିଶ୍ୱାସ ରହିଛି କି ଯେଉଁମାନଙ୍କର ଇଚ୍ଛା ପୂରଣ ହୋଇ ନଥାଏ ସେମାନଙ୍କର ଆତ୍ମା ଶାନ୍ତି ପାଇନଥାଏ। ଫଳରେ ସେମାନଙ୍କର ଆତ୍ମା ପୃଥିବୀ ପୃଷ୍ଠରେ ଘୁରି ବୁଲିଥାଏ।
ହିଂସକ ମୃତ୍ୟୁ: ଯଦି ବ୍ୟକ୍ତିଙ୍କର ମୃତ୍ୟୁ ଦୁର୍ଘଟଣା ଜନିତ କିମ୍ବା ହତ୍ୟା କାରଣରୁ ହୋଇଥାଏ, ତେବେ ସେମାନଙ୍କର ଆତ୍ମା ପୃଥିବୀରେ ଘୁରି ବୁଲିଥାଏ ବୋଲି ବିଶ୍ୱାସ କରାଯାଏ।
ଅକାଳ ମୃତ୍ୟୁ: ସ୍ୱାଭାବିକ ବୟସ ପୂର୍ବରୁ ଯଦି ମୃତ୍ୟୁ ହୋଇଥାଏ ତେବେ ସେମାନଙ୍କର ଆତ୍ମା ମଧ୍ୟ ସନ୍ତୋଷଲାଭ କରିନଥାଏ।
ଭୁଲ ନୀତି ନିୟମ: ଯଦି କୌଣସି ବ୍ୟକ୍ତିବିଶେଷଙ୍କ ଅନ୍ତିମ ସଂସ୍କାରରେ ଯଦି ସଠିକ ନୀତିନିୟମରେ ସଂସ୍କାର ହୋଇନଥାଏ ତେବେ ସେମାନଙ୍କର ଆତ୍ମା ମଧ୍ୟ ଘୁରିବୁଲେ ବୋଲି ଗରୁଡ ପୂରାଣରେ ଉଲ୍ଲେଖ ରହିଛି।
ମାନସିକ ରୋଗ: ଯଦି କୌଣସି ବ୍ୟକ୍ତି ବିଶେଷ ମାନସିକ ରୋଗରେ ପୀଡ଼ିତ, ତେବେ ମୃତ୍ୟୁ ପରେ ତାଙ୍କର ଆତ୍ମାକୁ ମଧ୍ୟ ମୁକ୍ତି ମିଳିନଥାଏ।
ପ୍ରେତାତ୍ମାଙ୍କର ଶକ୍ତି: କିଛି କ୍ଷେତ୍ରରେ ବିଶ୍ୱାସ କରାଯାଏ କି ପ୍ରେତାତ୍ମାଙ୍କର ନକରାତ୍ମକ ଶକ୍ତି ମଧ୍ୟ ବ୍ୟକ୍ତିବିଶେଷଙ୍କୁ ମୃତ୍ୟୁ ପରେ ସେମାନଙ୍କର ଆତ୍ମାକୁ ଭୁତ କରିଦେଇଥାଏ।
Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।
2025 new year horoscope: ୨୦୨୫ରେ ମାଲାମାଲ ହେବେ ୫ ରାଶି
Next Webstory