Haunted Railways Stations: ଦେଶର ୭ଟି ଭୂତିଆ ରେଳ ଷ୍ଟେସନ ବିଷୟରେ ଜାଣିଛନ୍ତି କି?

Jun 17, 2023, 01:59 PM IST

Payal Priyadarshini

କିଛି ବର୍ଷ ହେବ ଦ୍ରୁତ ଗତିରେ ବଦଳି ଚାଲିଛି ଭାରତୀୟ ରେଳୱ ଷ୍ଟେସନର ରୂପରେଖ ।

କିନ୍ତୁ ଆଜି ବି ଦେଶର ଏପରି କିଛି ରେଲୱ ଷ୍ଟେସନ ରହିଛି ଯାହାକୁ ଭୂତିଆ ବୋଲି କୁହାଯାଏ ।

ଏହି ସବୁ ରେଳ ଷ୍ଟେସନକୁ ଯିବା ପୂର୍ବରୁ ଲୋକେ ଅନେକ ଥରେ ଚିନ୍ତା କରିଥାଆନ୍ତି ।

ବୋଗୁନକୋଦର ରେଳ ଷ୍ଟେସନ, ପଶ୍ଚିମ ବଙ୍ଗାଳ

ନୈନି ରେଳ ଷ୍ଟେସନ, ଉତ୍ତର ପ୍ରଦେଶ

ମୁଲୁଣ୍ତ ରେଳ ଷ୍ଟେସନ , ମୁମ୍ବାଇ

ଚିତୋର ରେଳ ଷ୍ଟେସନ, ଆନ୍ଧ୍ର ପ୍ରଦେଶ

ବାରୋଗ ରେଳ ଷ୍ଟେସନ, ହିମାଚଳ ପ୍ରଦେଶ

ପାତାଲପାନୀ ରେଳ ଷ୍ଟେସନ, ମଧ୍ଯ ପ୍ରଦେଶ

ସୋହାଗପୁର ରେଳ ଷ୍ଟେସନ, ମଧ୍ଯ ପ୍ରଦେଶ

ଏହି ସମସ୍ତ ରେଳ ଷ୍ଟେସନରେ ଆତ୍ମା ଦେଖାଯାଉଥିବା ନେଇ ସ୍ଥାନୀୟ ଲୋକେ କହିଥିଲେ ।