ଆଣ୍ଟିଲିଆରେ ସବୁ ଜିନିଷ ପ୍ରତି ଧ୍ୟାନ ଦେବାକୁ ପାଖାପାଖି ୬୦୦ କର୍ମଚାରୀ କାମ କରୁଛନ୍ତି।
ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଆଣ୍ଟିଲିଆରେ ରୋଷେଇ କରୁଥିବା ରେଷେୟାଙ୍କ ଦରମା ।
ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।
ଆଣ୍ଟିଲିଆରେ ରୋଷେୟ କରୁଥିବା ରୋଷେୟାଙ୍କ ମାସିକ ଦରମା ୨ଲକ୍ଷ ଟଙ୍କା ।
୨ଲକ୍ଷ ଟଙ୍କା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଛି।
ଏପରିକି ରୋଷେୟା ମାନଙ୍କୁ ଯିବା ଆସିବା ପାଇଁ ନାମୀଦାମୀ ଗାଡି ମଧ୍ୟ ଦିଆଯାଇଛି।
ରୋଷେୟାଙ୍କ ପିଲାମାନେ ମଧ୍ୟ ବିଦେଶରେ ରହି ପାଠ ପଢିବାର ସୁବିଧା କରିଛନ୍ତି ଅମ୍ବାନୀ।
ମୁକେଶ ଅମ୍ବାନୀ ସାଧାରଣତଃ ଶାକାହାରୀ, ଭାତ, ଡାଲି ଓ ରୁଟି ତାଙ୍କର ପ୍ରିୟ ଖାଦ୍ୟ।