ଜଣେ IAS ଅଫିସର ଦରମା କେତେ?

Oct 31, 2023, 07:55 PM IST

Jagdish Barik

UPSC ପରୀକ୍ଷା ହେଉଛି ଦୁନିଆର ସବୁଠାରୁ କଠିନ ପରୀକ୍ଷା ମଧ୍ୟରେ ଅନ୍ୟତମ

ଏହି ପରୀକ୍ଷା କ୍ଲିୟର କରିବା ପରେ ପ୍ରାର୍ଥୀମାନେ ପ୍ରଶାସନିକ ସେବାରେ ଯୋଗ ଦିଅନ୍ତି

ଦେଶ ସେବା କରିବାର ଦାୟିତ୍ୱ ଗ୍ରହଣ କରୁଥିବା IAS ଙ୍କୁ ମାନ୍ୟତା ଅନୁଯାୟୀ ପଦବୀ ମିଳିଥାଏ

ଏହି ପୋଷ୍ଟକୁ ସର୍ବୋଚ୍ଚ ପୋଷ୍ଟ ଭାବରେ ବିବେଚନା କରାଯାଏ

ଆସନ୍ତୁ ଜାଣିବା ଏମାନଙ୍କୁ ଦରମା କେତେ ମିଳିଥାଏ?

ଜଣେ IAS ଅଧିକାରୀଙ୍କ ଦରମା ଅତି କମରେ ୫୬,୧୦୦ ଟଙ୍କା ହୋଇଥାଏ

ସର୍ବାଧିକ ଦରମା ମାସକୁ ୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ

ଦରମା ବ୍ୟତୀତ, ଏହି ଅଧିକାରୀମାନେ ଅନ୍ୟାନ୍ୟ ସୁବିଧା ପାଇଥାନ୍ତି 

ବେସିକ୍ ସାଲାରି ବ୍ୟତୀତ DA ଓ ଘର ଭଡା ଭତ୍ତା ସମେତ ବିଳାସପୂର୍ଣ୍ଣ ସୁବିଧାଗୁଡ଼ିକ ପାଇଥାନ୍ତି

IAS ଅଧିକାରୀମାନେ ଯାତାୟାତ ପାଇଁ ଗାଡି ଓ ଡ୍ରାଇଭର, ରୋଷେୟା ଇତ୍ୟାଦି ସୁବିଧା ମଧ୍ୟ ପାଇଥା’ନ୍ତି