ସେହିପରି ଇଶାଙ୍କ ପାଖରେ ,ଏକ ନେକଲେସ୍ ସେଟ ରହିଛି । ଯେଇଁଥିରେ ମଥାଣି, ସହ କାନଫୁଲ ରହିଛି ।
ସେହିପରି ନିଶାଙ୍କ ପାଖରେ ଡାଇମଣ୍ତର ଏକ ବେଲ୍ଟ ମଧ୍ୟ ରହିଛି।
ସେହିପରି ହୀରାର ନେକଲେସର ଆଉ ଏକ ସେଟ୍ ତାଙ୍କ ପାଖରେ ରହିଛି । ଯାହାର ଦାମ୍ କୋଟି କୋଟି ଟଙ୍କା ହେବ।
ହୀରରା ରାଣୀହାର ମଧ୍ୟ ଇଶାଙ୍କ ପାଖରେ ରହିଛି । ଯାହାକୁ ସେ ନିଜ ବିବାହ ସମୟରେ ପିନ୍ଧିଥିଲେ। ଯାହାର ଦାମ୍ ପାଖାପାଖି ୭୦୦ କୋଟି ଟଙ୍କା ହେବ।
ହୀରା ଗହଣା ପିନ୍ଧିବାକୁ ଭଲ ପାଉଥିବା ନିଶାଙ୍କ ପାଖରେ ଆଉ ଏକ ନେକଲେସ୍ ମଧ୍ୟ ରହିଛି।
ଭାଇ ଆକାଶ ଅମ୍ବାନୀର ନିବନ୍ଧ ସମୟରେ ଇଶା ପିନ୍ଧିଥିବା ହୀରା ହାରର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ।
ସେହିପରି ଏକ ଫ୍ୟାସନ ଇଭେଣ୍ଟରେ ଇଶା ପିନ୍ଧିଥିଲେ ଏକ ହୀରା ହାରର । ଯାହାର ଦାମ୍ ପାଖାପାଖି ୬ କୋଟିରୁ ଅଧିକ।
ଏହା ବ୍ୟତିତ ଇଶାଙ୍କ ପାଖରେ ହୀରାର ଏକାଧିକ ରିଙ୍ଗ୍ ମଧ୍ୟ ରହିଛି।