Most Expensive Dog: ଏହା ହେଉଛି ଦୁନିଆର ସବୁଠାରୁ ଦାମୀ କୁକୁର

Sep 18, 2023, 05:38 PM IST

Jagdish Barik

ଦୁନିଆର ସବୁଠୁ ଦାମୀ କୁକୁର ତାଲିକାରେ ରହିଛି ତିବ୍ଦତୀୟ ମାଷ୍ଟିଫ୍

ଏସୀୟାରେ ଲୋକମାନେ ଏହାକୁ ପ୍ରତିଷ୍ଠାର ପ୍ରତୀକ ଭାବରେ ବିବେଚନା କରିଥାନ୍ତି

ମାଲ୍ଟାରେ ଜନ୍ମ ହୋଇଥିବା ଫାରୋନ ଏକ ସୁନ୍ଦର କୁକୁର, ଯାହାର ମୂଲ୍ୟ ୬୦୦୦ ଡଲାର

୧୫୦୦ ଡଲାର ମୂଲ୍ୟର କାଭାଲିଅର୍ କିଙ୍ଗ ଚାର୍ଲ୍ସ ସ୍ପାନିଏଲ ଏହି ତାଲିକାରେ ସବୁଠାରୁ ଛୋଟ କୁକୁର ଅଟେ

ସାଲୁକି ସବୁଠାରୁ ମହଙ୍ଗା ପ୍ରଜାତି ମଧ୍ୟରୁ ଗୋଟିଏ ଓ ଏହାର ମୂଲ୍ୟ ୨୫୦୦ ଡଲାର

ଇସ୍କିମୋ କୁକୁର ଦୁନିଆର ସବୁଠାରୁ ଦାମୀ କୁକୁର ପ୍ରଜାତି ମଧ୍ୟରୁ ଅନ୍ୟତମ 

ସାମୋଏଡ୍ କୁକୁର ଋଷରେ ଦେଖିବାକୁ ମିଳିଥାଏ ଓ ଏହାର ମୂଲ୍ୟ ପ୍ରାୟ ୯୦୦୦ ଡଲାର ଅଟେ

ମହଙ୍ଗା କୁକୁରମାନଙ୍କ ମଧ୍ୟରୁ ହେୟାର ଚାଉ-ଚାଉ ମୂଲ୍ୟ ପ୍ରାୟ ୮୦୦୦ ଡଲାର ଅଟେ

ରୋଟୱିଲର୍ ପ୍ରଜାତିର କୁକୁର ପ୍ରାୟ ୧,୫୦୦ ଡଲାର ମୂଲ୍ୟରେ ବିକ୍ରି ହୁଏ 

ଦାମୀ କୁକୁରମାନଙ୍କ ମଧ୍ୟରେ ଜର୍ମାନ ଶେଫର୍ ମଧ୍ୟ ଅନ୍ତର୍ଭୁକ୍ତ