Nita Ambani Diet Plan: ଏହି ଡାଏଟ୍ ପ୍ଲାନକୁ ଫଲ୍ଲୋ କରି ସୁପର ଫିଟ୍ ଅଛନ୍ତି ନୀତା ଅମ୍ବାନୀ

Jul 19, 2023, 11:29 AM IST

Narmada Behera

କୋଟିପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ହେଉଛନ୍ତୀ ନିତା  ଅମ୍ବାନୀ।

୫୯ ବର୍ଷ ବୟସରେ ଏବେବି ପୁରା ଫିଟ୍ ଅଛନ୍ତି ନୀତା ।

ନୀତାଙ୍କ ସୌନ୍ଦର୍ଯ୍ୟ ଆଗରେ ବଲିଉଡର ହିରୋଇନମାନେ ମଧ୍ୟ ହାର ମାନିଯିବେ । 

ନୀତା ନିଜ ସ୍ବାସ୍ଥ୍ୟ ପ୍ରତି ବଶ୍ ସଚେତନ । ସକାଳ ଜଳଖିଆରେ ନୀତା ଡ୍ରାଏ ଫ୍ଲୁଟସ୍ ସହ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଏବଂ ଅମଲେଟ୍ ଖାଆନ୍ତି।

ସେହିପରି ତାଜା ଫଳର ଜୁସ୍ ମଧ୍ୟ ପିଅନ୍ତି।  ଖାସ୍ କରି ସେ ବିଟ୍ ର ଜୁସ୍ ପିଇବାକୁ ଭଲ ପାଆନ୍ତି। 

ଲଞ୍ଚରେ ସେ ରୁଟି କିମ୍ବା ଭାତ ସହ ପନିପରିବା ତରକାରୀ  ଖାଇଥାଆନ୍ତି।

ଲଞ୍ଚରେ ସୁପ ମଧ୍ୟ ସାମିଲ କରିଥାଆନ୍ତି। 

ପ୍ରଚୁର ପରିମାଣରେ ସେ ପାଣି ପିଅନ୍ତି। 

ଡିନରରେ  ରୁଟି ସହ ସବୁଜ ପନିପରିବା ଯୁକ୍ତ ତରକାରୀ ଖାଇ ଥାଆନ୍ତି। 

ଏଥିରେ ସାଲାଡ୍ ଓ ଫଳ ମଧ୍ୟ ସାମିଲ୍ ଥାଏ ।