Nita Ambani: କୋଟି କୋଟି ଟଙ୍କାର ହିଲ୍ସ ପିନ୍ଧନ୍ତି ନୀତା, ଦେଖନ୍ତୁ କଲେକସନ୍

Jun 30, 2023, 12:58 PM IST

Narmada Behera

ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ପତ୍ନୀ ନୀତା ଅମ୍ବାନୀ ।

କୋଟି କୋଟି ଟଙ୍କାରେ ଖେଳନ୍ତି ସେ ।

ତାଙ୍କ ଲାଇଫ ଷ୍ଟାଇଲକୁ ନେଇ ସେ ଅଧିକ ଚର୍ଚ୍ଚାରେ ଥାଆନ୍ତି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ,ତାଙ୍କ ହିଲ୍ସର  ଦାମ୍ ।

ସେ କୋଟି କୋଟି ଟଙ୍କାର ସାଣ୍ତେଲ ବା  ହିଲ୍ସ ପିନ୍ଧନ୍ତି। 

ନୀତା YSL ବ୍ରାଣ୍ତର ହିଲ୍ସ ପିନ୍ଧିବାକୁ ଭଲ ପାଆନ୍ତି । ଯାହାର ଦାମ୍ ୬୯,୨୮୮ ଟଙ୍କା ।

ସେହିପରି, ସେ  YSL ବ୍ରାଣ୍ତର ଗୋଲ୍ଡ ମେଟାଲିକ୍ ହିଲ୍ସ ପିନ୍ଧନ୍ତି । ଯାହାର ଦାମ୍ ୪୬,୯୭୫ ଟଙ୍କା । 

ସେ  YSL ବ୍ରାଣ୍ତର ବ୍ଲାକ୍ ସାଣ୍ତେଲ ପିନ୍ଧନ୍ତି । ଯାହାର ଦାମ୍ ୭୬,୯୭୭ ଟଙ୍କା । 

ନୀତା ସିଲଭର ମେଟାଲିକର ସାଣ୍ତେଲ ପିନ୍ଧନ୍ତି । ଯାହାର ଦାମ୍  ୭୬,୮୩୮ । 

ନୀତାଙ୍କୁ ଭାରି ପସନ୍ଦ ରେଡ୍ କଲର, ସେଥିପାଇଁ ସେ ସେହି କମ୍ପାନୀର ରେଡ୍ କର୍ଲରର ହିଲ୍ସ ପିନ୍ଧନ୍ତି ।