PM Modi ଋଷ ସହିତ କେଉଁ ସବୁ ରାଷ୍ଟ୍ରରୁ ମୋଦୀଙ୍କୁ ମିଳିଛି ସର୍ବୋଚ୍ଚ ସମ୍ମାନ, ଦେଖନ୍ତୁ ପୂରା ତାଲିକା
Jul 10, 2024, 07:45 PM IST
Prabhudatta Moharana
୨୦୨୪-ଋଷ - ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ ଦ ଅପୋଷ୍ଟଲ
୨୦୧୬-ସାଉଦି ଆରବ - କିଙ୍ଗ ଅବ୍ଦୁଲ ଅଜିଜ ସୈସ
୨୦୧୮-ଆଫଗାନିସ୍ତାନ - ଷ୍ଟେଟ ଅର୍ଡର ଅଫ ଗାଜି
୨୦୧୮-ଫିଲିସ୍ତିନ - ଗ୍ରେଟ କଲର ଅଫ ଦ ଷ୍ଟେଟ ଅଫ ଫିଲିସ୍ତିନ
୨୦୧୯-ୟୁଏଇ - ଅର୍ଡର ଅଫ ଜାୟଦ
୨୦୧୯- ରୁଷ - ଅର୍ଡର ଅଫ ସେଣ୍ଟ ଆଣ୍ଡ୍ର୍ୟୁ
୨୦୧୯- ମାଳଦ୍ୱୀପ - ଅର୍ଡର ଅଫ ଦ ଡିଷ୍ଟିଂଗୁଇସଡ ରୁଲ ଅଫ ନିଶାନ ଇଜୁଦ୍ଦିନ
୨୦୧୯ - ବାହାରିନ - କିଙ୍ଗ ହମାଦ ଅର୍ଡର ଅଫ ଦ ରେନେସାଂ
୨୦୨୦ - ଅମେରିକା - ଲିଜନ ଅଫ ମେରିଟ
୨୦୨୧ - ଭୁଟାନ - ଅର୍ଡର ଅଫ ଦ ଡୁକ ଗ୍ୟାଲପୋ
୨୦୨୩ - ପଲାଉ ଗଣରାଜ୍ୟ - ଏବକ୍ଲ ପୁରସ୍କାର
୨୦୨୩ - ଫିଜି - କମ୍ପୋନିୟନ ଆଫ ଦ ଅର୍ଡର ଅଫ ଫିଜି
୨୦୨୩ - ଫିଜି - କମ୍ପୋନିୟନ ଆଫ ଦ ଅର୍ଡର ଅଫ ଫିଜି
୨୦୨୩ - ମିଶର - ଅର୍ଡର ଅଫ ନାଇଲ
୨୦୨୩ - ଫ୍ରାନ୍ସ - ଗ୍ରାଣ୍ଡ କ୍ରସ ଅଫ ଦ ଲିଜନ ଅଫ ଅନର
୨୦୨୩ - ଫ୍ରାନ୍ସ - ଗ୍ରାଣ୍ଡ କ୍ରସ ଅଫ ଦ ଲିଜନ ଅଫ ଅନର
2025 new year horoscope: ୨୦୨୫ରେ ମାଲାମାଲ ହେବେ ୫ ରାଶି
Next Webstory