ହାତୀ ପିଠିରେ ବସି ଆସାମ କାଜିରଙ୍ଗା ନ୍ୟାସନାଲ ପାର୍କ ବୁଲିଲେ ପ୍ରଧାନମନ୍ତ୍ରୀ 

Mar 9, 2024, 10:38 AM IST

Priyambada Rana

ଅରୁଣାଚଳ ପ୍ରଦେଶ ଓ ଆସାମକୁ ଦୁଇଦିନିଆ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ଆଜି ସକାଳୁ ସକାଳୁ ମୋଦୀ କାଜିରଙ୍ଗା ନ୍ୟାସନାଲ ପାର୍କ ଆଣ୍ଡ ଟାଇଗର ରିଜର୍ଭରେ ପହଞ୍ଚିଥିଲେ

ଆସାମର କାଜିରଙ୍ଗା ପାର୍କକୁ ପରିଦର୍ଶନ ପାଇଁ ଯାଇଥିବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ହାତୀ ପିଠିରେ ବସି ବୁଲିଛନ୍ତି

କାଜିରଙ୍ଗାକୁ ମୋଦୀଙ୍କ ଏହା ପ୍ରଥମ ଗସ୍ତ 

ବର୍ଷକୁ ୨୪ ଲକ୍ଷ ଟଙ୍କା ପାଇଥାନ୍ତି ଅମ୍ବାନୀଙ୍କ ରୋଷେୟା ।

ଆସାମର ଗୋଲାଘାଟରେ ଅବସ୍ଥିତ କାଜିରଙ୍ଗା ଜାତୀୟ ଉଦ୍ୟାନ ନିଜର ଜୈବ ବିବିଧତା ପାଇଁ ଜଣାଶୁଣା 

୨ଲକ୍ଷ ଟଙ୍କା ସହ ସେମାନଙ୍କୁ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ଯୋଗାଇ ଦିଆଯାଇଛି।

ଏଏଠାରେ ଗଣ୍ଡାର ସର୍ବାଧିକ ସଂଖ୍ୟା ଅଛି

ଏହାର ଜୈବ ବିବିଧତା ହେତୁ ୟୁନେସ୍କୋ ଏହି ଜାତୀୟ ଉଦ୍ୟାନକୁ ବିଶ୍ୱ ଐତିହ୍ୟ ଘୋଷଣା କରିଛି

କାଜିରଙ୍ଗା ପାର୍କର ଟାଇଗର ରିଜର୍ଭ ବ୍ରହ୍ମପୁତ୍ର ନଦୀ ଏବଂ କରବି ଆଙ୍ଗଲୋଙ୍ଗ ପାହାଡ ଦ୍ୱାରା ଘେରି ରହିଛି