Snake in Odisha: ଓଡ଼ିଶାରେ ଅଧିକ ମାତ୍ରାରେ ଦେଖାଯାଇଥାଏ ଏହି ସାପ

Jul 30, 2023, 03:31 PM IST

Soubhagya Mishra

ଅଜଗର ସାପ ମୁଖ୍ୟତଃ ପାହାଡିଆ ତଥା ବଣ ଜଙ୍ଗଲ ଥିବା ଅଞ୍ଚଳରେ ଦେଖିବାକୁ ମିଳିଥାଏ

ବୋଡା ସାପ ଓଡ଼ିଶାର ଅନେକ ସ୍ଥାନରେ ଦେଖିବାକୁ ମିଳିଥାଏ

ଚିତି ସାପ ମୁଖ୍ୟତଃ ଉଟ୍ଟା ତଳେ ଓ ପ୍ଲାଷ୍ଟର ହୋଇନଥିବା କାନ୍ଥ ସନ୍ଦିରେ ଦେଖିବାକୁ ମିଳିଥାଏ

ଢମଣା ସାପର ବିଷ ନଥାଏ, ଏହା ରାଜ୍ୟର ପ୍ରତି ଜିଲ୍ଲାରେ ଦେଖିବାକୁ ମିଳିଥାଏ

ଧଣ୍ଡସାପ ମଧ୍ୟ ବିଷାକ୍ତ ନୁହେଁ, ଏହା ମୁଖ୍ୟତଃ ସନ୍ତସନ୍ତିଆ ଅଞ୍ଚଳରେ ରହିବାକୁ ପସନ୍ଦ କରେ

ବର୍ଷା ଦିନ ସମୟରେ କାଣ୍ଡନଳି ସାପ ଅଧିକ ମାତ୍ରାରେ ଦେଖିବାକୁ ମିଳିଥାଏ

କିଙ୍ଗ୍ କୋବ୍ରା ବା ଅହିରାଜ ସାପ ଜଙ୍ଗଲିଆ ସ୍ଥାନରେ ଦେଖିବାକୁ ମିଳେ

ଲାଉଡଙ୍କ ସାପ ଗଛ ପତ୍ର ଓ ଡାଳରେ ଲୁଚି ରହିବାକୁ ପସନ୍ଦ କରେ

ନାଗ ସାପ ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରେ ଦେଖାଯାଇଥାଏ

ଋଣା ସାପ ଇଟ୍ଟା ସନ୍ଦି ତଥା ପଥର ସନ୍ଦିରେ ରହିବାକୁ ପସନ୍ଦ କରିଥାଏ