ନାଳ ତଥା ପୋଖରୀରେ ଗଡିଶ ମାଛ ଅଧିକ ଦେଖାଯାଇଥାଏ
ନାଳ ସମେତ ନଦୀରୁ ମଧ୍ୟ କଣ୍ଟିଆ ମାଛ ଧରିଥାନ୍ତି ଲୋକେ
କଉ ମାଛ ବିଶେଷ କରି ପୋଖରୀରେ ଦେଖାଯାଇଥାଏ । ଏହା ଖୁବ୍ ସ୍ୱାଦିଷ୍ଟ
ନାଳ ଓ ପୋଖରୀ ସମେତ ନଦୀରେ ମଧ୍ୟ କେରାଣ୍ଡି ବ୍ୟାପକ ଭାବରେ ଧରାଯାଇଥାଏ
ବର୍ଷାଦିନେ ମାଗୁର ମାଛ ଅଧିକ ମାତ୍ରାରେ ମିଳିଥାଏ
ପୋହଳା ମାଛ ବିଶେଷ କରି ନଦୀ ମାନଙ୍କରେ ମିଳିଥାଏ । ଏହାର ସ୍ୱାଦ ଖୁବ ମଧୁର
ଶେଉଳ ମାଛ ମଧ୍ୟ ବର୍ଷାଦିନେ ନାଳ ଓ ପୋଖରୀରୁ ଲୋକେ ଧରିଥାନ୍ତି
ସାପ ପରି ଦେଖାଯାଉଥିବା ଏହି ମାଛର ନାମ ରୋଡି । ଏହାର ସ୍ୱାଦ ମଧ୍ୟ ଖୁବ ନିଆରା