India top 10 bikes: ଭାରତବାସୀଙ୍କର ଅଧିକ ପସନ୍ଦ ଏହି ସବୁ ମୋଟରସାଇକେଲ

Sep 13, 2023, 06:04 PM IST

Jagdish Barik

ଏହି ତାଲିକାରେ ହିରୋ ସ୍ପ୍ଲେଣ୍ଡର ନମ୍ବର ୱାନରେ ଅଛି

ସ୍କୁଟର କଥା କହିଲେ ଏହି ଟାଇଟଲ୍ ହୋଣ୍ଡା ଆକ୍ଟିଭା ନାମରେ ରହିଛି 

ତିନି ନମ୍ବରରେ ବଜାଜ ପଲସର ଯାହା ଚାହିଦା ଅଧିକ ରହିଛି

ବିକ୍ରି ଦୃଷ୍ଟିରୁ ହିରୋ ଏଚ୍ ଏଫ୍ ଡିଲକ୍ସ ମଧ୍ୟ ବହୁତ ଆଗରେ ରହିଛି

ପଞ୍ଚମ ବାଇକ୍ ହେଉଛି ଟିଭିଏସ୍ ଆପାଚେ, ଯାହା ମଧ୍ୟ ବହୁତ ପସନ୍ଦ କରାଯାଇଥାଏ

ପରବର୍ତ୍ତୀ ବାଇକ୍ ହେଉଛି ହୋଣ୍ଡା ସାଇନେ୍ ଯାହା ଚାହିଦା ଭାରତରେ ଅଧିକ 

ଜବରଦସ୍ତ ମାଇଲେଜ ଯୋଗୁଁ ପ୍ଲାଟିନାର ନିଜସ୍ୱ ସ୍ଥିତି ବଜାୟ ରଖିଛି

ଦ୍ୱିତୀୟ ସ୍କୁଟର ଯାହା ସର୍ବାଧିକ କିଣାଯାଏ, ତାହା ହେଉଛି ଟିଭିଏସ୍ ଜୁପିଟର୍

ରୟାଲ୍ ଏନଫିଲ୍ଡ ବୁଲେଟ୍ ୩୫୦ ମଧ୍ୟ ଭାରତରେ ବେଶ୍ ଲୋକପ୍ରିୟ

ଏହି ତାଲିକାରେ ହିରୋ ସ୍ପ୍ଲେଣ୍ଡର ପ୍ସସ୍ ମଧ୍ୟ ରହିଛି