ବିୟୁଟି ପ୍ରଡକ୍ସ Nykaa କମ୍ପାନୀର ସିଇଓ ଫାଲଗୁନି ନାୟର ।
ଯାହାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ବର୍ତ୍ତମାନ ୨୨,୧୬୦ କୋଟି ଅଟେ।
Biocon କମ୍ପାନୀର ମ୍ୟାନେଜିଙ୍ଗ ଡିରେକ୍ଟର ହେଉଛନ୍ତି କିରନ୍ ମଜୁମଦାର ଶା ।
ଯାହାଙ୍କର ସମ୍ପତ୍ତିର ମୂଲ୍ୟ ୨୦,୫୧୯ କୋଟି ।
Divi's Laboratories କମ୍ପାନୀର ମାଲିକଙ୍କ ଝିଅ ହେଉଛନ୍ତି ନିଲିମା ମୋଟାପାରତି।
ଯାହାଙ୍କ ସମ୍ପତିର ମୂଲ୍ୟ ୨୮,୧୮୦ କୋଟି ହେବ ।
ରାଧା ବେମ୍ବୁ, Zogo ଆଇଟି କମ୍ପାନୀର କୋ ଫାଉଣ୍ତର ଅଟନ୍ତି ।
ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୧୮,୦୫୭ କୋଟି ।
ଲିନା ଗାନ୍ଧୀ ତିଓ୍ବାରୀ, UVS କମ୍ପାନୀର ଅଧ୍ୟକ୍ଷ୍ୟା ଅଟନ୍ତି ।
ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୩୦,୦୦୦ କୋଟି ଅଟେ ।
Cloud କମ୍ପାନୀର ଚିଫ୍ ଟେକନୋଲଜି ଅଫିସର ଅଟନ୍ତି ନେହା କାରକେଡ୍ ।
ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୪,୨୬୮ କୋଟି ହେବ ।