ଚା' ପିଇବାର ସର୍ବୋତ୍ତମ ସମୟ କ’ଣ?

Aug 25, 2023, 05:56 PM IST

Jagdish Barik

ଆମ ଦେଶରେ ପ୍ରାୟତଃ ସମସ୍ତ ଘରେ ଚା' ପିଉଥିବା ଲୋକ ରହିଛନ୍ତି

ପାଖାପାଖି ୬୯ ପ୍ରତିଶତ ଭାରତୀୟଙ୍କ ଦିନର ଆରମ୍ଭ ଚା' ପିଇବା ସହିତ ହୋଇଥାଏ

ଏଥିରେ ପ୍ରାୟ ୩୦ ପ୍ରତିଶତଃ ଲୋକ ଗ୍ରୀନ-ଟି କିମ୍ବା ହରବାଲ-ଟି ପିଇଥାନ୍ତି

କିନ୍ତୁ ଆପଣ ଜାଣନ୍ତି କି ଚା' ପିଇବାର ସର୍ବୋତ୍ତମ ସମୟ କ’ଣ?

ଶୋଇବାର ୧୦ ଘଣ୍ଟା ପୂର୍ବରୁ ଯଦି ଆପଣ ଚା' ପିଅନ୍ତି ତେବେ ନିଦ ଭଲ ହୋଇଥାଏ

ଶରୀରରେ ଆଭ୍ୟନ୍ତରୀଣ ଫୁଲା ସମସ୍ୟା କମ୍ ହୋଇଥାଏ

ନକାରାତ୍ମକତା ଓ ଦୁଃଖ ଦୂରରେ ରହିଥାଏ 

କାରଣ କର୍ଟିସୋଲ ହରମୋନର ସ୍ତର କମ୍ ହୋଇଥାଏ

ହଜମ ଭଲ ହୋଇଥାଏ ଓ କୋଷ୍ଠକାଠିନ୍ୟର କୈଣସି ଅସୁବିଧା ହୁଏ ନାହିଁ

ଯକୃତ ଭଲ ରହିଥାଏ ଓ ଭୋକ ଠିକ୍ ସମୟରେ ଲାଗିଥାଏ