ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ନିଧନ
Advertisement
Article Detail0/zeeodisha/odisha909052

ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ନିଧନ

ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁ (Zee Odisha Angul Reporter Raghunath Sahu) ଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ ଥିଲେ । ଆଜି (ଶୁକ୍ରବାର) ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।  ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ହୋଇଥିଲା । ତାଙ୍କ ଆକସ୍ମିକ

ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁଙ୍କ ନିଧନ

ଭୁବନେଶ୍ୱର: ଜୀ ଓଡ଼ିଶାର ଅନୁଗୁଳ ପ୍ରତିନିଧି ରଘୁନାଥ ସାହୁ (Zee Odisha Angul Reporter Raghunath Sahu) ଙ୍କ ପରଲୋକ ଘଟିଛି । ସେ ଦୀର୍ଘ ଦିନ ଧରି ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିଲେ । ଆଜି (ଶୁକ୍ରବାର) ସେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ।ମୃତ୍ୟୁ ବେଳକୁ ତାଙ୍କୁ ୨୯ ବର୍ଷ ହୋଇଥିଲା । ତାଙ୍କ ଆକସ୍ମିକ ବିୟୋଗ ପରେ ମିଡିଆ ଜଗତରେ ଶୋକର ଛାୟା ଖେଳିଯାଇଛି ।