Advertisement
Photo Details/zeeodisha/odisha1108671
photoDetails0hindi

OTT ରେ ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ଏସବୁ ଅଭିନେତ୍ରୀ, କେବଳ ଏକୁଟିଆରେ ଦେଖନ୍ତୁ ସେମାନଙ୍କର ୱେବ୍ ସିରିଜ୍

Bold Web Series Actresses: ସିନେମା ହଲରେ ମୁକ୍ତିଲାଭ କରୁଥିବା ଫିଲ୍ମ ପରି OTT କୁ ସେନ୍ସର ମଧ୍ୟ ଦେଇ ଯିବାକୁ ପଡ଼େନାହିଁ, ଏପରି ପରିସ୍ଥିତିରେ ଅନେକ OTT ପ୍ଲାଟଫର୍ମ (OTT Platforms) ବୋଲ୍ଡ କନଟେଣ୍ଟ (bold content) ନାମରେ ଅଶ୍ଳୀଳତା ଦେଖାଉଛନ୍ତି । ଆସନ୍ତୁ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବା, ଯେଉଁମାନଙ୍କୁ ସବୁଠୁ ଅଧିକ ବୋଲ୍ଡ ସିନ୍ (Bold Web Series Actresses) କରିବାକୁ ମଧ୍ୟ ଲଜ୍ଜା ଲାଗି ନଥାଏ ।

1/6

ନୂଆଦିଲ୍ଲୀ: Bold Web Series Actresses: OTT ଅନେକ ଛୋଟ ସହରର କଳାକାରମାନଙ୍କୁ ବହୁତ ଲୋକପ୍ରିୟ କରାଇଛି । ଏହି ଅଭିନେତ୍ରୀମାନଙ୍କ ମଧ୍ୟରୁ ଅନେକ ଏପରି ଅଛନ୍ତି ଯେଉଁମାନେ ବୋଲ୍ଡ ସିନ୍ ବା ଦୃଶ୍ୟ (Bold Scenes) ଦେବା ପାଇଁ ବହୁତ ପ୍ରସିଦ୍ଧ ଅଛନ୍ତି । ସିନେମା ହଲରେ ମୁକ୍ତିଲାଭ କରୁଥିବା ଫିଲ୍ମ ପରି OTT କୁ ସେନ୍ସର ମଧ୍ୟ ଦେଇ ଯିବାକୁ ପଡ଼େନାହିଁ, ଏପରି ପରିସ୍ଥିତିରେ ଅନେକ OTT ପ୍ଲାଟଫର୍ମ (OTT Platforms) ବୋଲ୍ଡ କନଟେଣ୍ଟ (bold content) ନାମରେ ଅଶ୍ଳୀଳତା ଦେଖାଉଛନ୍ତି । ଆସନ୍ତୁ ଆପଣଙ୍କୁ ସେହି ଅଭିନେତ୍ରୀମାନଙ୍କ ବିଷୟରେ କହିବା, ଯେଉଁମାନଙ୍କୁ ସବୁଠୁ ଅଧିକ ବୋଲ୍ଡ ସିନ୍ (Bold Web Series Actresses) କରିବାକୁ ମଧ୍ୟ ଲଜ୍ଜା ଲାଗି ନଥାଏ ।

ଲଳିତା ଭାବି ଓରଫ୍ ଆଭା ପାଲ୍ (Lolita Bhabhi aka Abha Paul)

2/6
ଲଳିତା ଭାବି ଓରଫ୍ ଆଭା ପାଲ୍ (Lolita Bhabhi aka Abha Paul)

ଆଭା ପାଲ୍ ( Abha Paul)  OTT ର ଦର୍ଶକ ଲଳିତା ଭାବି (Lolita Bhabhi) ଭାବରେ ଜାଣନ୍ତି । ୱେବ୍ ସିରିଜର ବୋଲ୍ଡ ଅଭିନେତ୍ରୀମାନଙ୍କ (Bold Web Series Actresses) ମଧ୍ୟରେ ଆଭା ପାଲ୍ ଅନ୍ୟତମ । ଆଭା ଏକତା କପୁରଙ୍କ ସିରିଜ 'ଗନ୍ଦି ବାତ' (Gandi Baa) ରେ ମଧ୍ୟ ଅଭିନୟ କରିଛନ୍ତି । ଆଭା ପାଲଙ୍କୁ MX ପ୍ଲେୟାରର ୱେବ୍ ସିରିଜ୍ 'ମସ୍ତରାମ' (Mastram Web Series) ରେ ଦେଖିବାକୁ ମିଳିଥିଲା ​​। ଆପଣ ଫ୍ରି'ରେ MX ପ୍ଲେୟାର (MX Player) ରେ 'ମସ୍ତରାମ' ଦେଖିପାରିବେ ।

ରାଣୀ ଚାଟାର୍ଜୀ (Rani Chatterjee)

3/6
ରାଣୀ ଚାଟାର୍ଜୀ (Rani Chatterjee)

ଭଜପୁରୀ ସିନେମାର ଜଣେ ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି ରାଣୀ ଚାଟାର୍ଜୀ (Rani Chatterjee) ।  ୱେବ୍ ସିରିଜ୍ 'ମସ୍ତରାମ' (Web Series Mastram) ରେ ବୋଲ୍ଡ ସିନ୍ ଦେଇ ରାଣୀ ସମସ୍ତଙ୍କୁ ଚକିତ କରିଦେଇଥିଲେ । ଏହାର ୧୦ଟି ଏପିସୋଡରେ ଅଲଗା ଅଲଗା ଅଭିନେତ୍ରୀଙ୍କୁ ଦେଖାଯାଇଛି । ଆପଣ ଏହାକୁ MX ପ୍ଲେୟାର (MX Player) ରେ ଦେଖିପାରିବେ ।

ଅନୁପମା ପ୍ରକାଶ (Anupama Prakash)

4/6
ଅନୁପମା ପ୍ରକାଶ (Anupama Prakash)

ଅନୁପମା ପ୍ରକାଶ (Anupama Prakash) OTT ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହୋଇସାରିଛନ୍ତି । ସେ ବଲିଉଡ (Bollywood) ଓ ସାଉଥ ଫିଲ୍ମ (Tollywood Movies) ରେ ମଧ୍ୟ କାମ କରିଛନ୍ତି । ଅନୁପମା 'ଲଭଲି ମସାଜ୍ ପାର୍ଲର' (Lovely Massage Parlor Web Series) ସମେତ ନିଜର ସମସ୍ତ ୱେବ୍ ସିରିଜରେ ବୋଲ୍ଡ ଓ ଅନ୍ତରଙ୍ଗ ସିନ୍ ଦେଇଛନ୍ତି । ଆପଣ ଏହାକୁ ଉଲ୍ଲୁ ଆପ୍ (Ullu App) ରେ ଦେଖିପାରିବେ ।

କଙ୍ଗନା ଶର୍ମା (Kangana Sharma)

5/6
କଙ୍ଗନା ଶର୍ମା (Kangana Sharma)

କଙ୍ଗନା ଶର୍ମା (Kangana Sharma) 'ମୋନା ହୋମ ଡେଲିଭରି' (Mona Home Delivery Web Series)  ରେ ବୋଲ୍ଡ ସିନ ଦେଇଛନ୍ତି । ମୋନା ଏହି ସିରିଜରେ ଏକ କଲ୍ ଗାର୍ଲ ଭୂମିକାରେ ନଜର ଆସିଥିଲେ । କଙ୍ଗନା ପ୍ରଥମ ଥର ପାଇଁ ସେତେବେଳେ ଚର୍ଚ୍ଚାକୁ ଆସିଥିଲେ, ଯେତେବେଳେ ତାଙ୍କୁ ଚର୍ଚ୍ଚିତ ଫିଲ୍ମ 'ଗ୍ରେଟ୍ ଗ୍ରାଣ୍ଡ୍ ମସ୍ତି' (Great Grand Masti) ରେ ଦେଖିବାକୁ ମିଳିଥିଲା । ଆପଣ 'ମୋନା ହୋମ ଡେଲିଭରି' (Mona Home Delivery) କୁ ଉଲ୍ଲୁ ଆପ (Ullu App) ରେ ମଧ୍ୟ ଦେଖିପାରିବେ ।

ଏହା ବି ପଢ଼ନ୍ତୁ:-ଯୁଦ୍ଧ ବନ୍ଦ କରିବା ପାଇଁ ୟୁକ୍ରେନ ଆଗରେ ଏହି ସର୍ତ୍ତ ରଖିଲା ଋଷ

ଏହା ବି ପଢ଼ନ୍ତୁ:-ଏମାନେ ହେଉଛନ୍ତି ଋଷ ରାଷ୍ଟ୍ରପତିଙ୍କ ସିକ୍ରେଟ ଝିଅ, ଦୁନିଆ ନଜରରୁ ନିଜ ପରିବାରକୁ ଲୁଚାଇ ରଖିଛନ୍ତି ପୁଟିନ

ଏହା ବି ପଢ଼ନ୍ତୁ:-କମେଡିଆନରୁ ରାଷ୍ଟ୍ରପତି, ବର୍ତ୍ତମାନ ପୁଟିନ ଆଗରେ ମୁଣ୍ଡ ନୁଆଁଇବାକୁ ନାରାଜ; ଜାଣନ୍ତୁ ଯୁଦ୍ଧରେ ୟୁକ୍ରେନର କମାଣ ସମ୍ଭାଳିଥିବା ଜେଲେନସ୍କିଙ୍କ ବିଷୟରେ ସବୁକିଛି

ଏହା ବି ପଢ଼ନ୍ତୁ:-ୟୁକ୍ରେନର ଏହି ସାହସୀ ମହିଳା, ଯିଏ ଏକାକୀ ନିଜ ଦମରେ ଦେଉଥିଲେ ଋଷକୁ ଟକ୍କର; ଭୟରେ ଥରୁଥିଲେ ପୁଟିନ!

 

ତ୍ରିଧା ଚୌଧୁରୀ (Tridha Choudhury)

6/6
ତ୍ରିଧା ଚୌଧୁରୀ (Tridha Choudhury)

ୱେବ୍ ସିରିଜ୍ 'ଆଶ୍ରମ' (Ashram Web Series) ରେ ଅଭିନେତ୍ରୀ ତ୍ରିଧା ଚୌଧୁରୀ (Tridha Choudhury) ଏକରୁ ଅଧିକ ବୋଲ୍ଡ ସିନ୍ ଦେଇଛନ୍ତି, ଯାହାକି ବହୁତ ଚର୍ଚ୍ଚାରେ ରହିଥିଲା । OTT ପ୍ଲାଟଫର୍ମରେ ତାଙ୍କର ଜବରଦସ୍ତ ପ୍ରଦର୍ଶନ ସହିତ ତ୍ରିଧା ଲୋକଙ୍କୁ ବହୁତ ପ୍ରଭାବିତ କରିଛି । ବବି ଦେଓଲଙ୍କ ସହ ତାଙ୍କର ଅନେକ ବେଡ୍ ସିନ୍ (Bed Scenes) ଆଶ୍ରମରେ ସୁଟିଂ କରାଯାଇଛି । ଆପଣ MX ପ୍ଲେୟାର (MX Player) ରେ 'ଆଶ୍ରମ' (Ashram) ଦେଖିପାରିବେ ।