Advertisement
Photo Details/zeeodisha/odisha1106545
photoDetails0hindi

ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛି ଏହି ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି ପରିବାର ସହ

 Farzi Kaka Web Series: 'ଫର୍ଜି କାକା' (Farzi Kaka Web Series) ୱେବ୍ ସିରିଜର ଉଭୟ ଟ୍ରେଲର ଓ ସିରିଜକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି ।

1/6

ନୂଆଦିଲ୍ଲୀ: Farzi Kaka Web Series: ଅନେକ ୱେବ୍ ସିରିଜ୍ (Web Series) ଏପରି ଅଛି ଯେ ଆପଣ ପରିବାର ସହିତ ବସି ସେଗୁଡି଼କୁ ଦେଖିପାରିବେ ନାହିଁ । ଏହି ସବୁ ୱେବ୍ ସିରିଜ ମଧ୍ୟରୁ ଗୋଟିଏ ୱେବ୍ ସିରିଜର ନାମ ହେଉଛି 'ଫର୍ଜି କାକା' (Farzi Kaka Web Series) । ଏଥିରେ ଅଭିନେତ୍ରୀ ଅନୁପମା ପ୍ରକାଶ (Anupama Prakash) ଏତେ ମାଳ ମାଳ ବୋଲ୍ଡ ଦୃଶ୍ୟ ବା ସିନ୍ ଦେଇଛନ୍ତି ଯେ ଦର୍ଶକମାନେ ମଧ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

'ଫର୍ଜି କାକା' ହେଉଛି ବହୁତ ବୋଲ୍ଡ

2/6
'ଫର୍ଜି କାକା' ହେଉଛି ବହୁତ ବୋଲ୍ଡ

୨୦୨୧ ମସିହାରେ 'ଫର୍ଜି କାକା' ((Farzi Kaka Web Series) ୱେବ୍ ସିରିଜ୍ ମୁକ୍ତିଲାଭ କରିଥିଲା । ରୋମାନ୍ସ ବ୍ୟତୀତ, ଏହି ୱେବ୍ ସିରିଜରେ ହଟ୍ ସିନର ଜୋରଦାର ମସଲା ଦେଖିବାକୁ ମିଳିଛି । 

ମାଳ ମାଳ ବୋଲ୍ଡ ସିନର ତଡ଼କା

3/6
ମାଳ ମାଳ ବୋଲ୍ଡ ସିନର ତଡ଼କା

'ଫର୍ଜି କାକା' (Farzi Kaka Web Series) ୱେବ୍ ସିରିଜର ଉଭୟ ଟ୍ରେଲର ଓ ସିରିଜକୁ ଜବରଦସ୍ତ ପ୍ରତିକ୍ରିୟା ମିଳିଛି ।

ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି ଅନୁପମା ପ୍ରକାଶ

4/6
ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି ଅନୁପମା ପ୍ରକାଶ

ଅନୁପମା ପ୍ରକାଶ (Anupama Prakash) 'ଫର୍ଜି କାକା' (Farzi Kaka Web Series) ୱେବ୍ ସିରିଜରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ।

ଦେଇଛନ୍ତି ଜବରଦସ୍ତ ବୋଲ୍ଡ ସିନ୍

ବାସ୍ତବ ଜୀବନରେ ମଧ୍ୟ ବହୁତ ବୋଲ୍ଡ

6/6
ବାସ୍ତବ ଜୀବନରେ ମଧ୍ୟ ବହୁତ ବୋଲ୍ଡ

ଖାସ୍ କଥା ହେଉଛି ଅନୁପମା ପ୍ରକାଶ (Anupama Prakash) କେବଳ ଅନସ୍କ୍ରିନରେ ବୋଲ୍ଡ ନୁହଁନ୍ତି ବରଂ ସେ ବାସ୍ତବ ଜୀବନରେ ମଧ୍ୟ ବୋଲ୍ଡ ଅଟନ୍ତି । ଯାହାର ପ୍ରମାଣ ହେଉଛି ତାଙ୍କର ସୋସିଆଲ ମିଡିଆ ଆକାଉଣ୍ଟ ଯାହା ତାଙ୍କ ହଟ୍ ଫଟ (Hot Pictures) ରେ ପରିପୂର୍ଣ୍ଣ ରହିଛି ।