Advertisement
Photo Details/zeeodisha/odisha1101063
photoDetails0hindi

ଏହି ୫ଟି ୱେବ୍ ସିରିଜରେ ଭରି ଭରି ବୋଲ୍ଡ ସିନ୍ ଦେଇଛନ୍ତି 'ଲଳିତା ଭାବି', ଗୋଟିଏରେ ତ ମର୍ଯ୍ୟାଦାର ସମସ୍ତ ସୀମା ଲଙ୍ଘିଛନ୍ତି

ଅଭିନେତ୍ରୀ ଆଭା ପାଲ୍ (Aabha Paul) ୱେବ୍ ସିରିଜ୍ 'ଲଳିତା ପିଜି ହାଉସ୍' (Lolita PG House) ରେ ବୋଲ୍ଡ ସିନ୍ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ସେ ଏହି ସିରିଜରେ ଅନେକ ଇଣ୍ଟିମେଟ ବା ଅନ୍ତରଙ୍ଗ ସିନ୍ (Intimate Scenes) ଦେଇଥିଲେ, ଯେଉଁଥି ପାଇଁ ସେ ଚର୍ଚ୍ଚାର ଅଛନ୍ତି । ପ୍ରକୃତରେ ଆଭା ପାଲ୍ ରିୟଲ୍ ଲାଇଫରେ ମଧ୍ୟ ବହୁତ ବୋଲ୍ଡ ଓ ପ୍ରାୟତଃ ନିଜ ଫୋଟ ସେୟାର କରି ପ୍ରଶଂସକଙ୍କ ହୋଶ୍ ଉଡ଼ାଇ ଦିଅନ୍ତି ।

1/6

ନୂଆଦିଲ୍ଲୀ: ଯେତେବେଳେ ଅଭିନେତ୍ରୀ ଆଭା ପାଲ୍ (Aabha Paul) କୌଣସି ୱେବ୍ ସିରିଜ (Web Series) ରେ କାମ କରନ୍ତି, ତାହା କନଟେଣ୍ଟ ଅପେକ୍ଷା ଅଧିକ ବୋଲ୍ଡନେସ ପାଇଁ ଚର୍ଚ୍ଚାରେ ରହିଥାଏ । ୱେବ୍ ସିରିଜ୍ 'ଲଳିତା ପିଜି ହାଉସ୍' (Lolita PG House) ରେ ସେ ବହୁତ ବୋଲ୍ଡ ସିନ୍ ଦେଇଥିଲେ । ଏହା ବ୍ୟତୀତ ସେ ଅନେକ ୱେବ୍ ସିରିଜରେ ଅନ୍ତରଙ୍ଗ ବା ଇନଟିମେଟ ଦୃଶ୍ୟ ଦେଇ ଅନେକ ହଇଚଇ ସୃଷ୍ଟି କରିଛନ୍ତି । ଆସନ୍ତୁ ଜାଣିବା ସେହି ସବୁ ୱେବ୍ ସିରିଜ୍ ବିଷୟରେ...

ନମକୀନ ସିଜନ 2 (Namkeen Season 2)

2/6
ନମକୀନ ସିଜନ 2 (Namkeen Season 2)

ୱେବ୍ ସିରିଜ୍ (Web Series) 'ନମକୀନ୍ ୨' (Namkeen Season 2) ରେ ଆଭା ପାଲ୍ (Aabha Paul) ବୋଲ୍ଡ ସିନ୍ ଦେଇଛନ୍ତି ।

ଲଳିତା ପିଜି ହାଉସ୍ (Lolita PG House)

3/6
ଲଳିତା ପିଜି ହାଉସ୍ (Lolita PG House)

ୱେବ୍ ସିରିଜ୍ 'ଲଳିତା ପିଜି ହାଉସ୍' (Lolita PG House) ର ପାର୍ଟ ୧ ଓ ପାର୍ଟ ୨ରେ ଆଭା ପାଲ୍ (Aabha Paul) ମାଳ ମାଳ ବୋଲ୍ଡ ସିନ୍ ଦେଇଛନ୍ତି ।

ଗନ୍ଦି ବାତ୍ ସିଜନ୍ 3 (Gandii Baat Season 3)

4/6
ଗନ୍ଦି ବାତ୍ ସିଜନ୍ 3 (Gandii Baat Season 3)

ଆଭା ପାଲ୍ (Aabha Paul) ALT Balaji  ର ଫେମସ୍ ସିରିଜ 'ଗନ୍ଦି ବାତ୍ ସିଜନ୍ 3' (Gandii Baat Season 3) ମଧ୍ୟ ନଜର ଆସି ସାରିଛନ୍ତି ।

ମସ୍ତରାମ (Mastram)

5/6
ମସ୍ତରାମ (Mastram)

ୱେବ୍ ସିରିଜ୍ 'ମସ୍ତରାମ' (Mastram) ରେ ଆଭା ପାଲ୍ (Aabha Paul) ବୋଲ୍ଡନେସର ସମସ୍ତ ସୀମା ପାର କରିଛନ୍ତି । ଏଥିରେ ସେ ଅନ୍ତରଙ୍ଗ ଦୃଶ୍ୟ ଦେଇ ହଇଚଇ ସୃଷ୍ଟି କରିଥିଲେ ।

ଏହା ବି ପଢ଼ନ୍ତୁ:-ଅମରିନ୍ଦର ସିଂଙ୍କୁ କାହିଁକି ପଞ୍ଜାବର ମୁଖ୍ୟମନ୍ତ୍ରୀ ପଦରୁ ହଟାଇଥିଲା କଂଗ୍ରେସ? କାରଣ କହିଲେ ରାହୁଲ

ଏହା ବି ପଢ଼ନ୍ତୁ:-ଚଉଠି ରାତିରେ ପୂରା ଗାଁ ବସିଥାଏ ରୁମ୍ ବାହାରେ, କାରଣ ଜାଣି ହୋଇଯିବେ ଆପଣ ଚକିତ

ଏହା ବି ପଢ଼ନ୍ତୁ:-ଜାଣନ୍ତୁ 'କାଚା ବାଦାମ' ଗୀତର ଗାୟକ ଭୁବନ କେତେ ସମ୍ପତ୍ତିର ମାଲିକ, ଜାଣି ଉଡ଼ିଯିବ ଆପଣଙ୍କ ହୋଶ୍!

ହାୟ ତୌବା (Hi Tauba)

6/6
ହାୟ ତୌବା (Hi Tauba)

ଆଭା ପାଲ୍ (Aabha Paul) ALTBalaji ର ୱେବ୍ ସିରିଜ୍ 'ହାଏ ତୌବା' (Hi Tauba) ରେ ମଧ୍ୟ କାମ କରିଛନ୍ତି, ଯେଉଁଥିରେ ସେ ଅନେକ ବୋଲ୍ଡ ସିନ୍ ଦେଇଥିଲେ ।