Advertisement
Photo Details/zeeodisha/odisha1103293
photoDetails0hindi

ଏ ହେଉଛି ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍, ଭୁଲରେ ବି ଦେଖନ୍ତୁନି କାହା ସହିତ

Seal 2 Web Series: ଏପରି ଅନେକ ଅନଲାଇନ୍ ଆପ୍ ରହିଛି, ଯେଉଁଥିରେ ବୋଲ୍ଡ ୱେବ୍ ସିରିଜ (Bold Web Series) ଭରି ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ୱେବ୍ ସିରିଜ୍ ବିଷୟରେ କହିବାକୁ ଯାଉଛୁ ଯାହା ବୋଲ୍ଡ ୱେବ୍ ସିରିଜ୍ ତାଲିକାରେ ସବୁଠାରୁ ଉପରେ ରହିଛି । ଆସନ୍ତୁ ଜାଣିବା ଏହି ୱେବ୍ ସିରିଜ୍ ବିଷୟରେ...

1/6

ନୂଆଦିଲ୍ଲୀ: Seal 2 Web Series: ଯେତେବେଳେ ୱେବ୍ ସିରିଜ୍ କଥା ଆସେ, ସେତେବେଳେ ଏଥିରେ ବୋଲ୍ଡ ସିନଗୁଡ଼ିକ ରହିବା ସ୍ୱଭାବିକ । ଏହା ବିନା ୱେବ୍ ସିରିଜ ଗୁଡ଼ିକ ଅଧୁରା ବୋଲି ମନେ କରାଯାଏ । ବାସ୍ତବରେ, ଏପରି ଅନେକ ଅନଲାଇନ୍ ଆପ୍ ରହିଛି, ଯେଉଁଥିରେ ବୋଲ୍ଡ ୱେବ୍ ସିରିଜ (Bold Web Series) ଭରି ରହିଛି । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ୱେବ୍ ସିରିଜ୍ ବିଷୟରେ କହିବାକୁ ଯାଉଛୁ ଯାହା ବୋଲ୍ଡ ୱେବ୍ ସିରିଜ୍ ତାଲିକାରେ ସବୁଠାରୁ ଉପରେ ରହିଛି । ଆସନ୍ତୁ ଜାଣିବା ଏହି ୱେବ୍ ସିରିଜ୍ ବିଷୟରେ...

'ସିଲ୍ 2' (Seal 2) ବହୁତ ବୋଲ୍ଡ

2/6
'ସିଲ୍ 2' (Seal 2) ବହୁତ ବୋଲ୍ଡ

ଏହି ୱେବ୍ ସିରିଜ (Web Series) ର ନାମ ହେଉଛି 'ସିଲ୍ 2' (Seal 2) ଯାହା ୨୦୨୧ ମସିହାରେ ପ୍ରାଇମ୍ ସଟ୍ସ (Prime Shots) ରେ ମୁକ୍ତିଲାଭ କରିଥିଲା ​​।

ବୋଲ୍ଡ ସିନରେ ଭରପୂର ଏହି ୱେବ୍ ସିରିଜ

3/6
ବୋଲ୍ଡ ସିନରେ ଭରପୂର ଏହି ୱେବ୍ ସିରିଜ

'ସିଲ୍ 2' (Seal 2) ୱେବ୍ ସିରିଜ (Web Series) ରେ ରୋମାନ୍ସ ବ୍ୟତୀତ ବହୁତ ପରିମାଣରେ ବୋଲ୍ଡ ସିନର ତଡ଼କା ଲାଗିଛି ।

ମର୍ଯ୍ୟାଦାର ସମସ୍ତ ସୀମା ପାର କରିଛି ଏହି ୱେବ୍ ସିରିଜ

4/6
ମର୍ଯ୍ୟାଦାର ସମସ୍ତ ସୀମା ପାର କରିଛି ଏହି ୱେବ୍ ସିରିଜ

'ସିଲ୍ 2' (Seal 2) ୱେବ୍ ସିରିଜ  (Web Series) ରେ ବହୁତ ବୋଲ୍ଡ ସିନ୍ (Bold Scenes) ଅଛି । ଏହାକୁ ଆପଣ ଏକାକୀ ଦେଖନ୍ତୁ । କାରଣ ଏହି ୱେବ୍ ସିରିଜକୁ ଆପଣ ପରିବାର ସହ ବସି ଦେଖି ପାରିବେ ନାହିଁ ।

ଏହା ବି ପଢ଼ନ୍ତୁ:-'କାଚା ବାଦାମ' ଗୀତର ଗାୟକ ଭୁବନଙ୍କ ବଦଳିଲା ଭାଗ୍ୟ, ମ୍ୟୁଜିକ୍ କମ୍ପାନୀ ଦେଲେ ଏତେ ଲକ୍ଷ ଟଙ୍କା

ଆୟେଶା କପୁରଙ୍କ ହଟ୍ ସିନ୍

5/6
ଆୟେଶା କପୁରଙ୍କ ହଟ୍ ସିନ୍

'ସିଲ୍ ୨' (Seal 2) ୱେବ୍ ସିରିଜ (Web Series) ରେ ଆୟେଶା କପୁର (Ayesha Kapoor) ଓ କରଣ (Karan) ମୁଖ୍ୟ ଭୂମିକାରେ ଅଛନ୍ତି । ଦୁହେଁ ଜବରଦସ୍ତ ବୋଲ୍ଡ ସିନ୍ ଦେଇଛନ୍ତି ।

ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍

6/6
ସବୁଠାରୁ ବୋଲ୍ଡ ୱେବ୍ ସିରିଜ୍

'ସିଲ୍ ୨' (Seal 2) ୱେବ୍ ସିରିଜ (Web Series) ହେଉଛି ଏକ ନବ ବିବାହିତ ଦମ୍ପତିଙ୍କ କାହାଣୀ । ଏଥିରେ ବୋଲ୍ଡ ସିନ୍ ଭରି ଭରି ହୋଇ ରହିଛି ।