Advertisement
Photo Details/zeeodisha/odisha1126181
photoDetails0hindi

ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍

Men Sexaul Health: ଏକ ସୁସ୍ଥ ଯୌନ ଜୀବନ ପାଇଁ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଓ ବିଶେଷକରି ହୃଦୟ ପ୍ରଣାଳୀ ଭଲ ହେବା ଆବଶ୍ୟକ । ଯେଉଁଥିରେ ନିମ୍ନଲିଖିତ ଅଭ୍ୟାସ ସାହାଯ୍ୟ କରେ...

1/9

ଆଜିକାଲି ପୁଷ୍ଟିକର (nutrition) ଅଭାବ ଓ ବ୍ୟାୟାମ (exercise) ର  ଅବହେଳା ହେତୁ ପୁରୁଷମାନଙ୍କଠାରେ ଅନେକ ଯୌନ ସମସ୍ୟା (sexual problems in men) ସୃଷ୍ଟି ହୁଏ । ଯାହା ସେମାନଙ୍କର ଯୌନ ଜୀବନକୁ ଖରାପ କରିବା ଆରମ୍ଭ କରେ । ଏହି କାରଣରୁ ପୁରୁଷଙ୍କ ମଧ୍ୟରେ ଶୀଘ୍ର ପତନ (ejaculation), ନପୁଂସକତା (impotence), କାମୋଚ୍ଛାରେ ହ୍ରାସ (decrease in libido), ଇରେକେସନରେ କମି (decrease in erection), ଷ୍ଟାମିନାରେ ହ୍ରାସ (decrease in stamina) ଭଳି ସମସ୍ୟା ଦେଖାଯାଏ । କିନ୍ତୁ ଯେଉଁ ପୁରୁଷମାନଙ୍କର ଏହି ସାତଟି ଅଭ୍ୟାସ ଅଛି, ସେମାନଙ୍କର ଯୌନ ଜୀବନ (sexual life) ଅତ୍ୟନ୍ତ ବିନ୍ଦାସ୍ ହୋଇଥାଏ । ଆସନ୍ତୁ ଜାଣିବା ପୁରୁଷମାନଙ୍କର ସେହି ୭ଟି ଅଭ୍ୟାସ ଯାହା ଯୌନ ଜୀବନକୁ ଚମତ୍କାର କରିଥାଏ ।

ସୁସ୍ଥ ଯୌନ ଜୀବନ ପାଇଁ ୭ ଅଭ୍ୟାସ (Habits for Good Sexual Life)

2/9
ସୁସ୍ଥ ଯୌନ ଜୀବନ ପାଇଁ ୭ ଅଭ୍ୟାସ (Habits for Good Sexual Life)

ଏକ ସୁସ୍ଥ ଯୌନ ଜୀବନ ପାଇଁ ଆପଣଙ୍କର ସାମଗ୍ରିକ ସ୍ୱାସ୍ଥ୍ୟ ଓ ବିଶେଷକରି ହୃଦୟ ପ୍ରଣାଳୀ ଭଲ ହେବା ଆବଶ୍ୟକ । ଯେଉଁଥିରେ ନିମ୍ନଲିଖିତ ଅଭ୍ୟାସ ସାହାଯ୍ୟ କରେ...

୧. ଧୂମପାନରୁ ଦୂରରେ ରୁହନ୍ତୁ

3/9
୧. ଧୂମପାନରୁ ଦୂରରେ ରୁହନ୍ତୁ

ଯେଉଁ ପୁରୁଷମାନେ ଧୂମପାନରୁ ଦୂରେଇ ରୁହନ୍ତି, ସେମାନଙ୍କର ଯୌନ ଜୀବନ ଅତ୍ୟନ୍ତ ଜବରଦସ୍ତ ରହିଥାଏ । କାରଣ ଧୂମପାନ ଓ ତମାଖୁ ଆପଣଙ୍କ ରକ୍ତ ପ୍ରବାହକୁ ବାଧା ଦେଇଥାଏ ଏବଂ ଉତ୍ତମ ରକ୍ତ ପ୍ରବାହ ଯୌନାଙ୍ଗରେ ପହଞ୍ଚେ ନାହିଁ ।

୨. ବ୍ୟାୟାମ

4/9
୨. ବ୍ୟାୟାମ

ନିୟମିତ ବ୍ୟାୟାମ ପୁରୁଷମାନଙ୍କଠାରେ ରକ୍ତ ପ୍ରବାହ ଓ କାମନା ଇଚ୍ଛା ବଢାଇଥାଏ । ଯେଉଁ କାରଣରୁ ସେମାନଙ୍କର ଯୌନ ଜୀବନରେ ଇରେକସନ୍ ଅଭାବ କିମ୍ବା ନପୁଂସକତା ଭଳି କୌଣସି ସମସ୍ୟା ଆସି ନଥାଏ ।

୩. ଯୋଗ

5/9
୩. ଯୋଗ

ଯେଉଁମାନଙ୍କର ଯୋଗ କରିବାର ଅଭ୍ୟାସ ଅଛି, ସେମାନଙ୍କର ଯୌନ ଜୀବନ ମଧ୍ୟ ଚମତ୍କାର ହୋଇଥାଏ । କାରଣ ଯୋଗ ଯୌନ ଜୀବନକୁ ଖରାପ କରୁଥିବା ଚାପ ଓ ଉଦାସୀନତାରୁ ମୁକ୍ତି ଦେଇଥାଏ ।

୪. ପର୍ଯ୍ୟାପ୍ତ ନିଦ

6/9
୪. ପର୍ଯ୍ୟାପ୍ତ ନିଦ

ଯେଉଁ ପୁରୁଷମାନେ ପ୍ରତିଦିନ ୭-୯ ଘଣ୍ଟା ଶୋଇଥାନ୍ତି । ସେମାନଙ୍କର ମସ୍ତିଷ୍କ ଓ ରକ୍ତ ସଞ୍ଚାଳନ ଭଲ ରହିଥାଏ । ଯେଉଁଥିପାଇଁ ସେମାନଙ୍କର ମୁଡ୍ ଠିକ୍ ରହିଥାଏ ଓ କାମନା ଇଚ୍ଛାରେ କୌଣସି କମି ଦେଖାଯାଏ ନାହିଁ ।

୫. ମଦ୍ୟପାନରୁ ଦୂରେଇ ରୁହନ୍ତୁ

7/9
୫. ମଦ୍ୟପାନରୁ ଦୂରେଇ ରୁହନ୍ତୁ

ଏହା ମଧ୍ୟ ଦେଖାଯାଇଛି ଯେ ମଦ୍ୟପାନ ଆପଣଙ୍କ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇପାରେ ଓ ଶରୀରରେ ଡିହାଇଡ୍ରେସନ୍ ହୋଇପାରେ । ଯେଉଁ କାରଣରୁ ରକ୍ତ ସଞ୍ଚାଳନ ବ୍ୟାହତ ହୁଏ ଓ ଯୌନ ଜୀବନ ଖରାପ ହେବାକୁ ଲାଗେ ।

୬. କଫି ଠାରୁ ଦୂରେଇ ରୁହନ୍ତୁ

8/9
୬. କଫି ଠାରୁ ଦୂରେଇ ରୁହନ୍ତୁ

ଯେଉଁ ପୁରୁଷମାନେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଆନ୍ତି, ସେମାନଙ୍କର କାମୋଚ୍ଛା ଉତ୍ତର ରହିଥାଏ । ଏହା ସେମାନଙ୍କର ଯୌନ ଜୀବନକୁ ଉନ୍ନତ କରିଥାଏ ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।

ଏହା ବି ପଢ଼ନ୍ତୁ:-ଦେଶରେ କୋରୋନା ମାମଲାରେ ୧୨ ପ୍ରତିଶତ ବୃଦ୍ଧି, ଦିନକରେ ଚିହ୍ନଟ ହେଲେ ଏତିକି ସଂକ୍ରମିତ

ଏହା ବି ପଢ଼ନ୍ତୁ:-ଅଶୋଧିତ ତୈଳ ଦରରେ ହ୍ରାସ, ଜାଣନ୍ତୁ ଆପଣଙ୍କ ସହରରେ ଶସ୍ତା ନା ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ

ଏହା ବି ପଢ଼ନ୍ତୁ:-LIC ପଲିସି ବଦଳରେ ସହଜରେ ନେଇପାରିବେ ଶସ୍ତା ଋଣ, ଏହା ହେଉଛି ଉପାୟ

୭. ସୁସ୍ଥ ଖାଇବା

9/9
୭. ସୁସ୍ଥ ଖାଇବା

ଯେଉଁ ପୁରୁଷମାନେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଖାଦ୍ୟ ଖାଆନ୍ତି, ସେମାନଙ୍କର କାମୋଚ୍ଛା ଉତ୍ତର ରହିଥାଏ । ଏହା ସେମାନଙ୍କର ଯୌନ ଜୀବନକୁ ଉନ୍ନତ କରିଥାଏ ଓ ସାମଗ୍ରିକ ସ୍ୱାସ୍ଥ୍ୟରେ ଉନ୍ନତି ଆଣେ ।

ଡିସକ୍ଲେମର: ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ । ଏଠାରେ ପ୍ରଦାନ କରାଯାଇଥିବା ସୂଚନା କୌଣସି ଡାକ୍ତରୀ ପରାମର୍ଶର ବିକଳ୍ପ ନୁହେଁ । ଏହା କେବଳ ଶିକ୍ଷା ଉଦ୍ଦେଶ୍ୟରେ ଦିଆଯାଉଛି ।