ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!
Advertisement

ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

ପାଳଙ୍ଗ ଶାଗରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ , ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।

ଶୀତଦିନେ ପାଳଙ୍ଗ ଖାଇଲେ ମିଳିଥାଏ ଏସବୁ ଫାଇଦା, ଜାଣି ଚକିତ ହେବେ ଆପଣ!

ପାଳଙ୍ଗ (spinach) ଶୀତ ଦିନ (Winter Days) ରେ ଖାଇବାରୁ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ସାରା ଦୁନିଆରେ ପାଳଙ୍ଗ ଶାଗକୁ କେବଳ ରୋଷେଇ ପାଇଁ ବ୍ୟବହାର କରାଯାଏ ନାହିଁ ବରଂ ଏହାକୁ ସାଲାଡ ଭାବେ ବ୍ୟବହୃତ କରାଯାଏ । ଆଜି ଆମେ ପାଳଙ୍ଗ ଶାଗ ଖାଇବାରୁ ସ୍ୱାସ୍ଥ୍ୟ ଲାଭ ବିଷୟରେ କହିବାକୁ ଯାଉଅଛୁ ।

ପାଳଙ୍ଗ ଖାଇବାର ଫାଇଦା

ପାଳଙ୍ଗରେ ବହୁତ କମ କ୍ୟାଲୋରୀ ହୋଇଥାଏ । ଏହାସହ ଏଥିରେ ଫାଇବର ଥାଏ । ଯାହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏହି ଫାଇବର ଆପଣଙ୍କ ପାଚନ କ୍ରିୟା ବହୁତ ସାହାଯ୍ୟ କରିଥାଏ ।

ଆପଣଙ୍କ ଶରୀରରେ ଫାଇବର କମି କାରଣରୁ ବହୁତ ସମସ୍ୟା ଦେଖା ଦେଇଥାଏ । କିନ୍ତୁ ଆପଣ ଯଦି ପାଳଙ୍ଗ ଖାଇବେ ତେବେ ପୁରାପୁରି ଠିକ ହୋଇଯିବେ । ଏହା ଆପଣଙ୍କ ଓଜନ କମ୍ କରିବାରେ ସାହାଯ୍ୟ କରିଥାଏ ।

ପାଳଙ୍ଗ ଆପଣଙ୍କ ବ୍ଲଡ ପ୍ରେସରକୁ କମ କରିବାରେ ସାହାଯ୍ୟ କରିଥାଏ । ଏହାସହ ବହୁ ଗବେଷଣାରୁ ଜଣା ପଡିଛି ଯେ ପାଳଙ୍ଗ ଆପଣଙ୍କ ମସ୍ତିଷ୍କକୁ ସୁସ୍ଥ ରଖିଥାଏ ।

ଏଥିରେ ପର୍ଯ୍ୟାପ୍ତ ପରିମାଣରେ ଆଣ୍ଟି-ଅକ୍ସିଡାଣ୍ଟ ଭରି ରହିଥାଏ । ପାଳଙ୍ଗ ସେବନ କରିବା ଦ୍ୱାରା, ଶରୀରରେ ସଂକ୍ରମଣ କମ୍ ହେବା ସହିତ, ଇମ୍ୟୁନ ସିଷ୍ଟମ୍ ମଜବୁତ୍ ହୋଇଥାଏ ।

ପାଳଙ୍ଗ ଶାଗରେ କ୍ୟାଲସିୟମର ମାତ୍ରା ଅଧିକ ରହିଥାଏ , ଯାହା ହାଡକୁ ମଜବୁତ୍ କରିବାରେ ସାହାଯ୍ୟ କରେ ।

ଏହା ବି ପଢ଼ନ୍ତୁ:-ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍

ଏହା ବି ପଢ଼ନ୍ତୁ:-ତୈଳ କମ୍ପାନୀଗୁଡିକ ଜାରି କଲେ ଆଜିର ଡିଜେଲ-ପେଟ୍ରୋଲର ନୂଆ ଦାମ୍, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ରେଟ୍