ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rrc-wr.com/ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ (Indian Railway Recruitment 2021) ସିଧାସଳଖ ଆବେଦନ କରିପାରିବେ ।
Trending Photos
ନୂଆଦିଲ୍ଲୀ: Indian Railway Recruitment 2021: ଭାରତୀୟ ରେଳବାଇ (Indian Railway) ରେ ଚାକିରି ପାଇଁ ଆଶା ରଖିଥିବା ଯୁବବର୍ଗଙ୍କ ପାଇଁ ଏକ ଖୁସି ଖବର ଅଛି । ଏଥିପାଇଁ Indian Railway Recruitment 2021) ଭାରତୀୟ ରେଲୱେ ପଶ୍ଚିମ ରେଳବାଇ (Western Railway) ଅନ୍ତର୍ଗତ ଆପ୍ରେଣ୍ଟିସ୍ ପୋଷ୍ଟରେ ନିଯୁକ୍ତି ପାଇଁ ଆବେଦନ ମାଗିଛି । ଆଗ୍ରହୀ ଓ ଯୋଗ୍ୟ ପ୍ରାର୍ଥୀ ଯେଉଁମାନେ ଏହି ପଦବୀ (Indian Railway Recruitment 2021) ପାଇଁ ଆବେଦନ କରିବାକୁ ଚାହୁଁଛନ୍ତି, ସେମାନେ ଭାରତୀୟ ରେଳବାଇର ଅଫିସିଆଲ୍ ୱେବସାଇଟ୍ rrc-wr.com ଭିଜିଟ୍ କରି ଆବେଦନ କରିପାରିବେ । ଏହି ପଦଗୁଡିକ (Indian Railway Recruitment 2021) ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା ମେ ୨୫, ୨୦୨୧ର ସକାଳ ୧୧ଟାରୁ ଆରମ୍ଭ ହୋଇସାରିଛି ।
ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ବାତିଲ ଟ୍ରେନକୁ ପୁନଃ ଆରମ୍ଭ କଲା ରେଲୱେ, ଦେଖନ୍ତୁ ଲିଷ୍ଟ୍
ଏହା ବ୍ୟତୀତ ପ୍ରାର୍ଥୀମାନେ ଏହି ଲିଙ୍କ୍ https://www.rrc-wr.com/ କ୍ଲିକ୍ କରି ଏହି ପୋଷ୍ଟଗୁଡିକ ପାଇଁ (Indian Railway Recruitment 2021) ସିଧାସଳଖ ଆବେଦନ କରିପାରିବେ । ଏହାସହ ଏହି ଲିଙ୍କ୍ https://www.rrc-wr.com/ । ଏଥିସହ, ଆପଣ ଏହି ଲିଙ୍କ୍ https://www.rrc-wr.com/rrwc/Act_Appr_2021-22/Apprentice_2021-22_Notifica... ମାଧ୍ୟମରେ ଅଫିସିଆଲ୍ ବିଜ୍ଞପ୍ତି ମଧ୍ୟ ଦେଖିପାରିବେ । ଏହି ନିଯୁକ୍ତି (Indian Railway Recruitment 2021) ପ୍ରକ୍ରିୟା ଅନୁଯାୟୀ, କାର୍ପେଣ୍ଟର, ଇଲେକ୍ଟ୍ରିକାଲ୍, ଇଲେକ୍ଟ୍ରୋନିକ୍ ମେକାନିକ୍, ପେଣ୍ଟର, ପାଇପ୍ ଫିଟର୍, ପ୍ଲମ୍ବର, ଡ୍ରାଫ୍ଟମ୍ୟାନ୍, ଡାଇସ୍, ୱେଲଡର୍, ଡିଜେଲ୍ ମେକାନିକ୍, ରେଫ୍ରିଜରେଟର ଏସି ମେକାନିକ୍ ଇତ୍ୟାଦିର ୩୫୯୧ଟି ପଦକୁ ପୂରଣ କରାଯିବ ।
ଅଧିକ ପଢ଼ନ୍ତୁ:-ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା! ବିଜେପିରେ ସାମିଲ ହେଲେ ଜିତିନ ପ୍ରସାଦ
Indian Railway Recruitment 2021 ପାଇଁ ଗୁରୁତ୍ୱପୂର୍ଣ୍ଣ ତାରିଖ
ଅନଲାଇନ୍ ଆବେଦନ ପାଇଁ ଆରମ୍ଭ ତାରିଖ- ମେ ୨୫,୨୦୨୧ ସକାଳ ୧୧ଟାରୁ ଆରମ୍ଭ ।
ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ- ଜୁନ୍ ୨୪, ୨୦୨୧ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ।
Indian Railway Recruitment 2021 ପାଇଁ ଯୋଗ୍ୟତା ମାନଦଣ୍ଡ
ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ସର୍ବନିମ୍ନ 50% ମାର୍କ ସହିତ ଦଶମ ଶ୍ରେଣୀ ପାସ୍ କରିବା ଆବଶ୍ୟକ । ଏହା ବ୍ୟତୀତ NCVT ସହିତ ଜଡିତ ITI ପ୍ରମାଣପତ୍ର ରହିବା ଆବଶ୍ୟକ ।
Indian Railway Recruitment 2021 ପାଇଁ ବୟସ ସୀମା
ପ୍ରାର୍ଥୀଙ୍କ ବୟସ ସୀମା ୧୫ରୁ ୨୪ ବର୍ଷ ମଧ୍ୟରେ ହେବା ଆବଶ୍ୟକ ।