Advertisement
Photo Details/zeeodisha/odisha1112391
photoDetails0hindi

ଏପରି କେଉଁ ଜିନିଷ ଅଛି ଯାହା ଶୁଖିଲା ପରେ ୧ କିଲୋ, ଓଦା ହେଲେ ୨ କିଲୋ ଏବଂ ଯଦି ଜଳା ଯାଏ ତେବେ ଏହା ୩ କିଲୋ ହୁଏ?

IAS Interview Questions: UPSC ପରୀକ୍ଷାରେ ଏପରି କିଛି ପ୍ରଶ୍ନ ଅଭ୍ୟାର୍ଥୀଙ୍କୁ ମଧ୍ୟ ପଚରାଯାଏ ଯାହାର ଉତ୍ତର ବହୁତ ସରଳ । କିନ୍ତୁ ଆପଣଙ୍କୁ  ସେଗୁଡ଼ିକର ଉତ୍ତର ଅତି ସତର୍କତାର ସହିତ ଦେବାକୁ ପଡ଼ିଥାଏ ।

1/12

ନୂଆଦିଲ୍ଲୀ: IAS Interview Questions: ଲକ୍ଷ ଲକ୍ଷ ଯୁବକଙ୍କର ସ୍ୱପ୍ନ ହେଉଛି UPSC ପରୀକ୍ଷା (UPSC Exam) ରେ ଉତ୍ତୀର୍ଣ୍ଣ ହୋଇ ଅଧିକାରୀ (Officer) ହେବା । ଅନେକ ଯୁବକ UPSC ଦ୍ୱାରା ପରିଚାଳିତ ପ୍ରି ଓ ମେନ୍ସ ଲିଖିତ ପରୀକ୍ଷା (Pre-Manis Written Exam) କୁ ପାସ୍ କରିନିଅନ୍ତି । କିନ୍ତୁ ଅନେକ ଥର UPSC ସାକ୍ଷାତକାର (UPSC Interview) ରେ ପଚରାଯାଇଥିବା ପ୍ରଶ୍ନଗୁଡ଼ିକ ସେମାନଙ୍କ ପଥରେ ବାଧା ସୃଷ୍ଟି କରେ । 

2/12

ବେଳେବେଳେ ଏହି ପ୍ରଶ୍ନଗୁଡିକ ଏତେ ସହଜ, କିନ୍ତୁ ସେମାନଙ୍କୁ ପଚରାଯିବାର ଶୈଳୀ ଯୋଗୁଁ ଅଭ୍ୟାର୍ଥୀ ଦ୍ୱନ୍ଦ୍ୱରେ ପଡ଼ନ୍ତି ଓ ସେ ଜଣେ ଅଧିକାରୀ ହେବାକୁ ଦୌଡ଼ରୁ ବାହାର ହୋଇଯାଆନ୍ତି । ଆଜି ଏପରି କିଛି ଅଦ୍ଭୁତ ଓ ଚତୁର ପ୍ରଶ୍ନ (Tricky Question) ଜାଣନ୍ତୁ ଯାହା UPSC ସାକ୍ଷାତକାରରେ ପଚରାଯାଇପାରେ ।

3/12

୧. ପ୍ରଶ୍ନ: କେଉଁ ପ୍ରାଣୀଙ୍କର କାନ କିମ୍ବା ଆଖି ନାହିଁ?

ଉତ୍ତର: ଜିଆ 

4/12

୨. ପ୍ରଶ୍ନ: କେଉଁ ପ୍ରାଣୀର ତିନୋଟି ଆଖି ଅଛି?

ଉତ୍ତର: ତୁଆଟେରା (Tuatara)

5/12

୩. ପ୍ରଶ୍ନ: ଦୁନିଆର କେଉଁ ଦେଶରେ ଚାଷ ଜମି ନାହିଁ?

ଉତ୍ତର: ସିଙ୍ଗାପୁରରେ କୌଣସି ଚାଷଜମି ନାହିଁ ।

6/12

୪. ପ୍ରଶ୍ନ: ଏପରି ଜିନିଷ କ’ଣ ଯାହା ଶୁଖିଲା ପରେ ୧ କିଲୋଗ୍ରାମ, ଓଦା ହେଲେ ୨ କିଲୋଗ୍ରାମ ଏବଂ ଜଳିଗଲେ ୩ କିଲୋଗ୍ରାମ ହୋଇଯାଏ ।

ଉତ୍ତର: ଗନ୍ଧକ 

7/12

୫. ପ୍ରଶ୍ନ: ୧ ବର୍ଷରେ କେତେ ଘଣ୍ଟା ହୋଇଥାଏ?

ଉତ୍ତର: ୮,୭୬୦

8/12

୬. ପ୍ରଶ୍ନ: ଗୋଟିଏ ହାତୀ ନିଜ ଶୁଣ୍ଢରେ କେତେ ପାଣି ରଖିପାରେ?

ଉତ୍ତର: ୫ ଲିଟର 

9/12

୭. ପ୍ରଶ୍ନ: ୧ ମାସରେ କେତେ ଘଣ୍ଟା ହୋଇଥାଏ?

ଉତ୍ତର: ୭୩୦.୦୧

11/12

୯. ପ୍ରଶ୍ନ: କେଉଁ ପ୍ରାଣୀର ହାଡ଼ର ସବୁଠାରୀ ଅଧିକ ମଜଭୁତ ହୋଇଥାଏ?

ଉତ୍ତର: ବାଘ

12/12

୧୦. ପ୍ରଶ୍ନ: ଏପରି କ'ଣ ରହିଛି ଯାହା ପାଣିରେ ମଧ୍ୟ ଜଳୁଥାଏ?

ଉତ୍ତର: ସୋଡିୟମ୍ ଓ ପୋଟାସିୟମ୍