ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍
Advertisement

ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ଆଜି ଅର୍ଥାତ ଗୁରୁବାର ସେ ଦିଲ୍ଲୀର AIIMS ରେ କୋରୋନା ଟିକା ଲଗାଇଛନ୍ତି । ଏହା ତାଙ୍କର କୋରୋନା ଟିକାର ଦ୍ୱିତୀୟ ଡୋଜ୍ ଥିଲା ।

ପିଏମ ମୋଦି ନେଲେ କୋରୋନା ଟିକାର ଦ୍ୱିତୀୟ ଡୋଜ୍

ନୂଆଦିଲ୍ଲୀ: କୋରୋନା ଟିକା (Coronavirus Vaccine) ର ଦ୍ୱିତୀୟ ଡୋଜ୍ ଲଗାଇଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) । ଆଜି ଅର୍ଥାତ ଗୁରୁବାର ସେ ଦିଲ୍ଲୀର AIIMS ରେ କୋରୋନା ଟିକା ଲଗାଇଛନ୍ତି । ଏହା ତାଙ୍କର କୋରୋନା ଟିକାର ଦ୍ୱିତୀୟ ଡୋଜ୍ ଥିଲା ।

ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି କହିଛନ୍ତି ଯେ, "ଆଜି ମୋର COVID-19 ଟିକାର ଦ୍ୱିତୀୟ ଡୋଜ୍ AIIMS ରେ ଲଗାଇଛି । ଭୂତାଣୁକୁ ପରାସ୍ତ କରିବା ପାଇଁ ଆମ ପାଖରେ ଥିବା କିଛି ଉପାୟ ମଧ୍ୟରୁ ଟିକାକରଣ ହେଉଛି ଅନ୍ୟତମ । ଯଦି ଆପଣ ଟିକା ପାଇଁ ଯୋଗ୍ୟ, ତେବେ ଶୀଘ୍ର ଏହାର ଡୋଜ୍ ଲଗାନ୍ତୁ ।"