Advertisement
Photo Details/zeeodisha/odisha1376570
photoDetails0hindi

Bastu Tips: ଘରର ଏହି ସ୍ଥାନରେ ଲଗାନ୍ତୁ ଘଣ୍ଟା, ଖୋଲି ଯିବ ଆପଣଙ୍କ ଭାଗ୍ୟର ତାଲା

Bastu Tips: ଯଦି ଆପଣ ବେଡରୁମ୍ ପାଇଁ ନୂଆ ଘଣ୍ଟା କିଣିଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁହଁ ପୂର୍ବ ଦିଗକୁ ରହୁଥିବ । ଘରର ଯେ କୌଣସି କୋଣରେ କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ...

1/8

ନୂଆଦିଲ୍ଲୀ: Wall Clock Vastu: ନୂଆ ଘର ହେଉ ଅବା ଅଫିସ ପ୍ରତ୍ୟେକ ମଣିଷ ସୁଖ ଶାନ୍ତି ଓ ଲାଭ ଲାଗି ସବୁ କାମ ବାସ୍ତୁ ହିସାବରେ କରିବା ଉଚିତ ଭାବିଥାଏ । ବାସ୍ତୁର ଚମତ୍କାରୀ ଲାଭ ସମ୍ପର୍କରେ ଅଛପା କାହାକୁ ନାହିଁ । କିନ୍ତୁ ବାସ୍ତୁ ପଛରେ ଲୁଚିଥିବା ବୈଜ୍ଞାନିକ ପ୍ରଭାବ ବହୁତ କମ ଲୋକ ଜାଣନ୍ତି ।

2/8

ଘର ହେଉ କିମ୍ବା ଅଫିସ ଯେ କୌଣସି ଗୋଟିଏ ଜାଗାକୁ କାନ୍ଥ ଘଡି ଲଗାଇବା ପାଇଁ ଆମେ ରିଜର୍ଭ ରଖିଥାଉ । ସାଧାରଣତଃ  ଲୋକେ ଘରର ଯେକୌଣସି ଜାଗାରେ କାନ୍ଥ ଘଣ୍ଟା  ଝୁଲାଇ ଦେଇଥାନ୍ତି । ବାସ୍ତୁ ହିସାବରେ ଏପରି କରିବା ଭୁଲ । ଘରର ଯେ କୌଣସି କୋଣରେ କିମ୍ବା କାନ୍ଥରେ ଘଣ୍ଟା ଲଗାଇବା ପୂର୍ବରୁ କିଛି କଥା ପ୍ରତି ଧ୍ୟାନ ରଖିବା ଜରୁରୀ ହୋଇଥାଏ । ତେବେ ଆସନ୍ତୁ ଜାଣିବା ସେ ସମ୍ପର୍କରେ...

3/8

ବାସ୍ତୁ ଅନୁସାରେ ଦକ୍ଷିଣ ଦିଗରେ ନିର୍ମିତ ଘରର ଯେକୌଣସି କାନ୍ଥରେ ଘଣ୍ଟା ଝୁଲାଇବା ଅଶୁଭ ହୋଇଥାଏ । ଏପରି ନକରିବା ଉଚିତ୍ ।

4/8

ପୂର୍ବ, ପଶ୍ଚିମ ଏବଂ ଉତ୍ତର ଦିଗରେ ଘଣ୍ଟା ଲଗାଇବା ଉଚିତ୍ । ଏପରି କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।

6/8

ମୁଖ୍ୟ ଦ୍ୱାର ଉପରେ କିମ୍ବା ଏହାର ଠିକ୍ ସାମନାରେ କାନ୍ଥରେ ମଧ୍ୟ ଭୁଲରେ ଘଣ୍ଟା ଲଗାଇବା ଅନୁଚିତ୍ । ନଚେତ ଅଶୁଭ ପ୍ରଭାବ ପଡ଼ିଥାଏ ।

7/8

ବୈବାହିକ ଜୀବନର ଭରପୂର ଆନନ୍ଦ ନେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜ ଖଟରୁ ଘଣ୍ଟାକୁ ଦୂରେଇ ରଖିବା ଉଚିତ୍ ।

8/8

ବାସ୍ତୁରେ କାନ୍ଥରେ ଲଗା ହୋଇଥିବା ଖରାପ ଘଣ୍ଟାକୁ ମଧ୍ୟ ଅଶୁଭ ବୋଲି କୁହାଯାଇଥାଏ । ଘରେ ଲାଗିଥିବା ଖରାପ ଘଣ୍ଟାକୁ ତୁରନ୍ତ ସଜାଡ଼ନ୍ତୁ ଓ କାନ୍ଥରେ ଲଗାନ୍ତୁ । ଯଦି ଆପଣ ବେଡରୁମ୍ ପାଇଁ ନୂଆ ଘଣ୍ଟା କିଣିଛନ୍ତି ତେବେ ଏହାକୁ ସେହି ସ୍ଥାନରେ ଲଗାନ୍ତୁ ଯେଉଁଠାରେ ଏହାର ମୁହଁ ପୂର୍ବ ଦିଗକୁ ରହୁଥିବ ।