Advertisement
photoDetails0hindi

Camphor Benefits: ଘରେ କର୍ପୂର ଜାଳିବାରୁ ହୋଇଥାଏ ଏହି ଜବରଦସ୍ତ ଲାଭ, ଜାଣି ଚକିତ ହେବେ ଆପଣ

Camphor Benefits: କୁହାଯାଏ ଯେ କର୍ପୂର (Camphor) କୁ ଔଷଧ ରୂପେ ବ୍ୟବହାର କରାଯାଏ । ଆଉ ଯଦି ବାସ୍ତୁ ଶାସ୍ତ୍ରକୁ ବିଚାର କରାଯାଏ, ତେବେ ଏହାର ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି । ବାସ୍ତୁ ଅନୁଯାୟୀ, କର୍ପୂର ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ । 

1/5

Camphor Benefits: ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକ ନିଜ ଘରେ କର୍ପୂର ଜଳାନ୍ତି । କର୍ପୂର ଜାଳିବା (Burning Camphor) ଦ୍ୱାରା ଆମ ଚାରିପାଖରେ ଥିବା ନକାରାତ୍ମକ ଶକ୍ତିଗୁଡ଼ିକୁ ନଷ୍ଟ ହୋଇଯାଏ ବୋଲି ବିଶ୍ୱାସ କରାଯାଇଥାଏ । କୁହାଯାଏ ଯେ କର୍ପୂର (Camphor) କୁ ଔଷଧ ରୂପେ ବ୍ୟବହାର କରାଯାଏ । ଆଉ ଯଦି ବାସ୍ତୁ ଶାସ୍ତ୍ରକୁ ବିଚାର କରାଯାଏ, ତେବେ ଏହାର ବ୍ୟବହାର ବିଷୟରେ ମଧ୍ୟ କୁହାଯାଇଛି ।

କର୍ପୂର ଜାଳିବାରୁ ମିଳିବ ଜବରଦସ୍ତ ଲାଭ

2/5
କର୍ପୂର ଜାଳିବାରୁ ମିଳିବ ଜବରଦସ୍ତ ଲାଭ

ବାସ୍ତୁ ଅନୁଯାୟୀ, କର୍ପୂର ଘରୁ ନକାରାତ୍ମକ ଶକ୍ତି ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ । ଆଉ ଏହା କରିବା ଦ୍ୱାରା ପରିବାରରେ ସୁଖ ଓ ଶାନ୍ତି ବଜାୟ ରହିଥାଏ । ଯଦି ଘରେ ନକାରାତ୍ମକ ଶକ୍ତି ଥାଏ ତେବେ କର୍ପୂର ଜଳାଯାଏ ।

3/5

ବିଶ୍ୱାସ କରାଯାଏ ଯେ ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ଶେଷ ହୋଇଯାଏ । ଆଉ ବାହ୍ୟ ଶକ୍ତିର ମଧ୍ୟ ପ୍ରଭାବ ପଡ଼େ ନାହିଁ । ସୂର୍ଯ୍ୟ ଅସ୍ତ ହେବା ପରେ ଘରର ପ୍ରତ୍ୟେକ କୋଠରୀରେ ଆଲୋକ ଜାଳିବା ଉଚିତ୍ ।

4/5

ଏକାସାଙ୍ଗରେ ସନ୍ଧ୍ୟାରେ ଏକ ଲବଙ୍ଗ ଓ କିଛି କର୍ପୂରକୁ ଏକ ଛୋଟ ରୂପା ପାତ୍ରରେ ଜାଳିବା ଉଚିତ । କାରଣ ଏହା କରିବା ଦ୍ୱାରା ଘରର ନକାରାତ୍ମକ ଶକ୍ତି ବାହାରକୁ ଚାଲିଯାଇଥାଏ ।

5/5

ଘରର ଲୋକଙ୍କୁ ରୋଗରୁ ରକ୍ଷା କରିବା ପାଇଁ କର୍ପୂର ତେଳର କିଛି ବୁନ୍ଦା ପାଣିରେ ମିଶାଇ ସ୍ନାନ କରାଯାଇପାରେ । ଏହା କରିବା ଦ୍ୱାରା ରୋଗଗୁଡିକ ପଳାୟନ କରେ ।