Advertisement
Photo Details/zeeodisha/odisha1780965
photoDetails0hindi

Nisha Moharana Birthday: କେକ୍ କାଟିଲେ ପାର୍ଟି କଲେ.. ଆଉ ତାପରେ..

ନିଜ ଜନ୍ମଦିନକୁ ଅତ୍ୟନ୍ତ ଖୁସିର ସହ ବଡ଼ ଧରଣର ସେଲିବ୍ରେସନ କରିଛନ୍ତି ଜଲିଉଡ ଆଇଟମ ଗର୍ଲ ନିଶା ମହାରଣା 

1/6

Nisha@24 ୨୪ ବର୍ଷ ବୟସରେ ପାଦ ଥାପିଲେ ଯଲିଉଡର ଆଇଟମ ଗାର୍ଲ ତଥା ନିଜ କଥାକୁ ନେଇ ବିବାଦ ଘେରକୁ ଟାଣିହୋଇଥିବା ଅଭିନେତ୍ରୀ ନିଶା ମହାରଣା

2/6

ନିଶାଙ୍କ ଶୁଭେଚ୍ଛୁମାନେ ଫୁଲ ତୋଡା ସହିତ ଶୁଭ କାମନା ଜଣାଉଛନ୍ତି ଆଇଟମ ଗର୍ଲ ନିଶାଙ୍କୁ

3/6

କେକ୍ କାଟି ନିଜ ସାଙ୍ଗସାଥୀଙ୍କୁ ଖୁଆଇ ଦେଉଛନ୍ତି ଆଇଟମ୍ ଗର୍ଲ ନିଶା

4/6

ସୁନ୍ଦର ଭାବରେ ସଜା ହୋଇଛି ଜନ୍ମଦିନର ସ୍ପେଶାଲ୍ କେକ୍

5/6

ନିଶାଙ୍କ ଜନ୍ମଦିନ ପାଇଁ ଏକ ହୋଟେଲରେ ଖୁବ୍ ସୁନ୍ଦର ସାଜସଜ୍ଜା ହୋଇଛି

6/6

ବେଲୁନ ସହ ରଙ୍ଗ ବେରଙ୍ଗର ଫୁଲରେ କେକ୍ କାଟିବା ସ୍ଥାନକୁ ସଜ୍ଜା ଯାଇଛି