Advertisement
Photo Details/zeeodisha/odisha1752052
photoDetails0hindi

Sanjay Dutt: କ୍ରିକେଟ୍ ଜଗତରେ ଡ଼େବ୍ୟୁ କଲେ ଅଭିନେତା ସଞ୍ଜୟ ଦତ୍ତ, କହିଲେ...

Sanjay Dutt: ବଲିଉଡ଼ର ଖଳିନାୟକ ତଥା ସଞ୍ଜୁ ବାବା ଭାବେ ବେଶ ପରିଚୟ ଅଭିନେତା ସଞ୍ଜୟ ଦତ୍ତ। ପରଦା ଉପରେ ନିଜର ଚତ୍ମକାର ଅଭିନୟରେ ବଳରେ କୋଟି କୋଟି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି ଏହି ଅଭିନେତା। ପରଦା ଉପରେ ଧମାଲ କରୁଥିବା ସଞ୍ଜୟ ଦତ୍ତ ଏବେ କ୍ରିକେଟ୍ ମୈଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

1/5

ବର୍ତ୍ତମାନ କ୍ରିକେଟ୍ ଫ୍ରାଞ୍ଚାଇଜ ଦୁତ୍ର ଗତିରେ ବଢି ଚାଲିଛି । ଏହି ସମୟରେ ସଞ୍ଜୟ ଦତ୍ତ ଏବେ କ୍ରିକେଟ୍ ଜଗତରେ ପ୍ରବେଶ କରିଛନ୍ତି ।

2/5

ଜିମ୍ବାୱେ ‘ଜିମ୍ ଆଫ୍ରୋ ଟି ୧୦’ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଜୁଲାଇ ୨୦ ତାରିଖରୁ ଏହି ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ ।

3/5

ଏଥିରେ ଅଭିନେତା ସଞ୍ଜୟ ଦତ୍ତ ଆରିସ ଗ୍ରୁଫ୍ ଅଫ୍ କମ୍ପାନୀର ସର ସୋହାନ ରୟଙ୍କ ସହ ମିଶି ହରିକେନ୍ସ ଟିମ୍ ର କୋ- ପାର୍ଟନର ହୋଇଛନ୍ତି ।

4/5

ଜିମ୍ବାୱେ ପକ୍ଷରୁ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ମୋଟ ୫ଟି ଦଳ ଅଂଶ ଗ୍ରହଣ କରିବ । ଏହି ଟୁର୍ଣ୍ଣାମେଣ୍ଟରେ ହରାରେ ଅନୁଷ୍ଠିତ ହେବ ।

5/5

‘ଜିମ୍ ଆଫ୍ରୋ’ ଟୁର୍ଣ୍ଣାମେଣ୍ଟର ପ୍ରଥମ ସିଜନ୍ ହେବ । ତେବେ ଏଥିରେ କୋ- ପାର୍ଟନର ହୋଇ ସଞ୍ଜୟ ଦତ୍ତ କହିଛନ୍ତି ଯେ, ‘ହରାରେ ହରିକେନ୍ସ ଭଲ ପ୍ରଦର୍ଶନ କରିବା ସହ ଜିମ୍ବାୱେ କ୍ରିକେଟ୍ ପ୍ରଶଂସକଙ୍କୁ ମନୋରଞ୍ଜନ କରିବ’ ।