IND vs SL Score 2nd T20 Live: ୧୬ରନରେ ହାରିଲା ଭାରତ
Advertisement

IND vs SL Score 2nd T20 Live: ୧୬ରନରେ ହାରିଲା ଭାରତ

India Vs Sri Lanka LIVE Updates: ପୁନେସ୍ଥିତ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଷ୍ଟାଡ଼ିୟମରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି୨୦ ଖେଳାଯାଉଛି। ଏଥିରେ ରାହୁଲ ତ୍ରିପାଠୀଙ୍କୁ ସୁଯୋଗ ଦେଇଛନ୍ତି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା। ରାହୁଲ ତ୍ରିପାଠୀ ବେସ ଦମଦାର ବ୍ୟାଟସମ୍ୟାନ ଭାବେ ଗଣା ହୋଇଥାନ୍ତି। 

IND vs SL Score 2nd T20 Live: ୧୬ରନରେ ହାରିଲା ଭାରତ
LIVE Blog
05 January 2023
22:41 PM

ସ୍କୋର ବୋର୍ଡ
ଭାରତ: ୧୯୦/୮

ବ୍ୟାଟସମ୍ୟାନ

ଉମରାନ ମଲ୍ଲିକ : ୧

୨୦ଶ ଓଭର
ବୋଲର: ଦାସୁନ ଶନକ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ଓ୍ୱିକେଟ
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ଓ୍ୱିକେଟ

22:32 PM

ସ୍କୋର ବୋର୍ଡ
ଭାରତ: ୧୭୪/୬

ବ୍ୟାଟସମ୍ୟାନ
ଶିବମ ମାଭି : ୨୨
ଅକ୍ଷର ପଟେଲ : ୫୬

୧୮ଶ ଓଭର
ବୋଲର: ଦିଲସାନ ମାଣ୍ଡୁସାକା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୪
ଷଷ୍ଠ ବଲ : ୬

22:23 PM

ସ୍କୋର ବୋର୍ଡ
ଭାରତ: ୧୫୭/୬

ବ୍ୟାଟସମ୍ୟାନ
ଶିବମ ମାଭି : ୬
ଅକ୍ଷର ପଟେଲ : ୫୫

୧୭ଶ ଓଭର
ବୋଲର: ମାହିସ ଥିକସାଣା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୧
ଷଷ୍ଠ ବଲ : ୪

22:19 PM

ସ୍କୋର ବୋର୍ଡ
ଭାରତ: ୧୪୯/୬

ବ୍ୟାଟସମ୍ୟାନ
ଶିବମ ମାଭି : ୧
ଅକ୍ଷର ପଟେଲ : ୫୧

୧୬ଶ ଓଭର
ବୋଲର: ଦିଲସାନ ମାଣ୍ଡୁସାକା

ଅତିରିକ୍ତ ବଲ : ଓ୍ୱାଇଡ଼
ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ଓ୍ୱିକେଟ
ଷଷ୍ଠ ବଲ : ୧

22:18 PM

ଷଷ୍ଠ ଓ୍ୱିକେଟ ହରାଇଲା ଭାରତ। ୫୧ ରନ କରି ଆଉଟ ହେଲେ ସୂର୍ଯ୍ୟକୁମାର ଯାଦବ। 

22:14 PM

ସ୍କୋର ବୋର୍ଡ
ଭାରତ: ୧୩୯/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୪୪
ଅକ୍ଷର ପଟେଲ : ୫୧

୧୫ଶ ଓଭର
ବୋଲର: ଚାମିକା କରୁଣାରତ୍ନେ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

22:07 PM

ସ୍କୋର ବୋର୍ଡ
ଭାରତ: ୧୨୪/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୪୪
ଅକ୍ଷର ପଟେଲ : ୩୬

୧୪ଶ ଓଭର
ବୋଲର: ଓ୍ୱାହିନ୍ଦୁ ହାସରଙ୍ଗା

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୬
ଷଷ୍ଠ ବଲ : ୧

22:01 PM

ସ୍କୋର ବୋର୍ଡ
ଭାରତ: ୯୮/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୯
ଅକ୍ଷର ପଟେଲ : ୨୫

୧୩ଶ ଓଭର
ବୋଲର: ମାହିସ ଥିକସାଣା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

21:57 PM

ସ୍କୋର ବୋର୍ଡ
ଭାରତ: ୮୫/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୮
ଅକ୍ଷର ପଟେଲ : ୧୩

୧୨ଶ ଓଭର
ବୋଲର: ଚାମିକା କରୁଣାରତ୍ନେ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୪
ଷଷ୍ଠ ବଲ : ୧

21:55 PM

ସ୍କୋର ବୋର୍ଡ
ଭାରତ: ୭୩/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୨୨
ଅକ୍ଷର ପଟେଲ : ୭

୧୧ଶ ଓଭର
ବୋଲର: ମାହିସ ଥିକସାଣା

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୨
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

21:47 PM

ସ୍କୋର ବୋର୍ଡ
ଭାରତ: ୬୪/୫

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୧୮
ଅକ୍ଷର ପଟେଲ : ୬

ଦଶମ ଓଭର
ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ : ଓ୍ୱିକେଟ
ଦ୍ୱିତୀୟ ବଲ : ୦
ଅତିରିକ୍ତ ବଲ : ଓ୍ୱାଇଡ଼
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୬
ଷଷ୍ଠ ବଲ : ୦

21:44 PM

ଭାରତର ବ୍ୟାଟିଂ ବିପର୍ଯ୍ୟୟ। ପଞ୍ଚମ ଓ୍ୱିକେଟ ହରାଇଲା ଭାରତ। ପଞ୍ଚମ ଓ୍ୱିକେଟ ଭାବେ ଦୀପକ ହୁଡ୍ଡା ଆଉଟ। 

21:43 PM

ସ୍କୋର ବୋର୍ଡ
ଭାରତ: ୫୭/୪

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୧୪
ଦୀପକ ହୁଡ୍ଡା : ୯

ନବମ ଓଭର
ବୋଲର: ମାହିସ ଥିକସାଣା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

21:37 PM

ସ୍କୋର ବୋର୍ଡ
ଭାରତ: ୫୪/୪

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୧

ଦୀପକ ହୁଡ୍ଡା : ୭

ଅଷ୍ଟମ ଓଭର
ବୋଲର: ଚାମିକା କରୁଣାରତ୍ନେ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୨

21:32 PM

ସ୍କୋର ବୋର୍ଡ
ଭାରତ: ୪୭/୪

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୭
ଦୀପକ ହୁଡ୍ଡା : ୬

ସପ୍ତମ ଓଭର
ବୋଲର: ଓ୍ୱାନିନ୍ଦୁ ହାସରଙ୍ଗା

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୨
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

21:29 PM

ସ୍କୋର ବୋର୍ଡ
ଭାରତ: ୩୯/୪

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୩
ଦୀପକ ହୁଡ୍ଡା : ୨

ଷଷ୍ଠ ଓଭର
ବୋଲର: କରୁଣା ରଜିଥା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୨
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

21:23 PM

ସ୍କୋର ବୋର୍ଡ
ଭାରତ: ୩୫/୪

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୦
ଦୀପକ ହୁଡ୍ଡା : ୧

ପଞ୍ଚମ ଓଭର
ବୋଲର: ଚାମିକା କରୁଣାରତ୍ନେ

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

21:16 PM

ସ୍କୋର ବୋର୍ଡ
ଭାରତ: ୨୮/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୦
ହାର୍ଦ୍ଦିକ ପାଣ୍ଡ୍ୟା : ୬

ଚତୁର୍ଥ ଓଭର
ବୋଲର: କାସୁନ ରଜିଥା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

21:12 PM

ସ୍କୋର ବୋର୍ଡ
ଭାରତ: ୨୭/୩

ବ୍ୟାଟସମ୍ୟାନ
ସୂର୍ଯ୍ୟକୁମାର ଯାଦବ: ୦
ହାର୍ଦ୍ଦିକ ପାଣ୍ଡ୍ୟା : ୫

ତୃତୀୟ ଓଭର
ବୋଲର: ଦିଲସାନ ମଧୁଶଙ୍କା

ପ୍ରଥମ ବଲ : ଓ୍ୱିକେଟ
ଅତିରିକ୍ତ ବଲ : ଓ୍ୱାଇଡ଼
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

21:11 PM

ସ୍କୋର ବୋର୍ଡ
ଭାରତ: ୨୧/୨

ବ୍ୟାଟସମ୍ୟାନ
ରାହୁଲ ତ୍ରିପାଠୀ: ୫
ଶୁବମନ ଗିଲ : ୫

ଦ୍ୱିତୀୟ ଓଭର
ବୋଲର: କାସୁନ ରାଜିଥା

ପ୍ରଥମ ବଲ : ଓ୍ୱିକେଟ
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୪
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ଓ୍ୱିକେଟ

21:03 PM

ଲଗାତାର ଦୁଇଟି ଓ୍ୱିକେଟ ହରାଇଲା ଭାରତ। ଶୁବମନ ଗିଲ ଓ ରାହୁଲ ତ୍ରିପାଠୀ ଆଉଟ। 

20:52 PM

ସ୍କୋର ବୋର୍ଡ
ଭାରତ: ୧୨/୦

ବ୍ୟାଟସମ୍ୟାନ
ଇଶାନ କିସାନ : ୨
ଶୁବମନ ଗିଲ : ୫

ପ୍ରଥମ ଓଭର
ବୋଲର: ଦିଲସାନ ମଧୁଶଙ୍କା

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଅତିରିକ୍ତ ବଲ : ଓ୍ୱାଇଡ଼+4
ଷଷ୍ଠ ବଲ : ୪

20:42 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୨୦୬/୬

ବ୍ୟାଟସମ୍ୟାନ
ଚାମିକା କରୁଣାରତ୍ନେ : ୧୧
ଦାସୁନ ଶନାକା : ୫୬

୨୦ଶ ଓଭର
ବୋଲର: ଶିବମ ମାଭି

ପ୍ରଥମ ବଲ : ୬
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୦
ଷଷ୍ଠ ବଲ : ୬

20:31 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୮୬/୬

ବ୍ୟାଟସମ୍ୟାନ
ଚାମିକା କରୁଣାରତ୍ନେ : ୧୦
ଦାସୁନ ଶନାକା : ୩୭

୧୯ଶ ଓଭର
ବୋଲର: ଅର୍ଶଦୀପ ସିଂହ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୨
ଅତିରିକ୍ତ ବଲ : ନୋ ବଲ
ଚତୁର୍ଥ ବଲ : ୬
ଅତିରିକ୍ତ ବଲ : ନୋ ବଲ+1
ପଞ୍ଚମ ବଲ : ୦
ଷଷ୍ଠ ବଲ : ୨

20:29 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୬୮/୬

ବ୍ୟାଟସମ୍ୟାନ
ଚାମିକା କରୁଣାରତ୍ନେ : ୭
ଦାସୁନ ଶନାକା : ୨୪

୧୮ଶ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ଅତିରିକ୍ତ ବଲ : ନୋ ବଲ+୬
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

20:20 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୪୭/୬

ବ୍ୟାଟସମ୍ୟାନ
ଚାମିକା କରୁଣାରତ୍ନେ : ୫
ଦାସୁନ ଶନାକା : ୬

୧୭ଶ ଓଭର
ବୋଲର: ଶିବମ ମାଭି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୦
ଅତିରିକ୍ତ ବଲ : ଓ୍ୱାଇଡ଼
ଅତିରିକ୍ତ ବଲ : ଓ୍ୱାଇଡ଼
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

20:18 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୩୮/୬

ବ୍ୟାଟସମ୍ୟାନ
ଧନୁସ ଶନାକା : ୪
ଚାରିଥ ଆଶଲାଙ୍କା : ୩୦

୧୬ଶ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ଅତିରିକ୍ତ ବଲ : ଓ୍ୱାଇଡ଼
ପଞ୍ଚମ ବଲ : ଓ୍ୱିକେଟ 
ଷଷ୍ଠ ବଲ : ଓ୍ୱିକେଟ 

20:16 PM

ଷଷ୍ଠ ଓ୍ୱିକେଟ ହରାଇଲା ଶ୍ରୀଲଙ୍କା। ଓ୍ୱାନିନ୍ଦୁ ହାସରଙ୍ଗାଙ୍କୁ ଆଉଟ କଲେ ଉମରାନ ମଲ୍ଲିକ। 

20:11 PM

ଶ୍ରୀଲଙ୍କାର ପଞ୍ଚମ ଓ୍ୱିକେଟର ପତନ। ଚାରିଥ ଆଶଲାଙ୍କା ଆଉଟ ।

20:08 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୨୯/୪

ବ୍ୟାଟସମ୍ୟାନ
ଧନୁସ ଶନାକା : ୪
ଚାରିଥ ଆଶଲାଙ୍କା : ୩୦

୧୫ଶ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୬
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୨
ଷଷ୍ଠ ବଲ : ୦

20:04 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୧୩/୪

ବ୍ୟାଟସମ୍ୟାନ
ଧନୁସ ଶନାକା : ୧
ଚାରିଥ ଆଶଲାଙ୍କା : ୧୭

୧୪ଶ ଓଭର
ବୋଲର: ଅକ୍ଷର ପଟେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ଓ୍ୱିକେଟ
ପଞ୍ଚମ ବଲ : ୧
ଷଷ୍ଠ ବଲ : ୨

20:03 PM

ଚତୁର୍ଥ ଓ୍ୱିକେଟ ଭାବେ ଧନଞ୍ଜୟ ଡି ସିଲଭାଙ୍କୁ ଆଉଟ କଲେ ଅକ୍ଷର ପଟେଲ।

19:58 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୦୭/୩

ବ୍ୟାଟସମ୍ୟାନ
ଧନଞ୍ଜୟ ଡି ସିଲଭା : ୨
ଚାରିଥ ଆଶଲାଙ୍କା : ୧୩

୧୩ଶ ଓଭର
ବୋଲର: ଶିବମ ମାଭି 

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:56 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୯୮/୩

ବ୍ୟାଟସମ୍ୟାନ
ଧନଞ୍ଜୟ ଡି ସିଲଭା : ୧
ଚାରିଥ ଆଶଲାଙ୍କା : ୫

୧୨ଶ ଓଭର
ବୋଲର: ଅକ୍ଷର ପଟେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ଓ୍ୱିକେଟ
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:53 PM

ପାଥୁମ ନିଶଙ୍କା ଆଉଟ। ୩୩ ରନ କରି ଅକ୍ଷର ପଟେଲଙ୍କ ବଲରେ ଆଉଟ ହେଲେ ନିଶଙ୍କା। 

19:50 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୯୪/୨

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୩୨
ଚାରିଥ ଆଶଲାଙ୍କା : ୩

୧୧ଶ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:43 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୮୯/୨

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୨୯
ଚାରିଥ ଆଶଲାଙ୍କା : ୦୧

ଦଶମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ଓ୍ୱିକେଟ
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୦
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୦
ଷଷ୍ଠ ବଲ : ୧

19:43 PM

ଦ୍ୱିତୀୟ ଓ୍ୱିକେଟ ହରାଇଲା ଭ୍ରମଣକାରୀ ସିଂହଳୀ ଦଳ। ଦ୍ୱିତୀୟ ଓ୍ୱିକେଟ ଭାବେ ଆଉଟ ହେଲେ ଭାନୁକା ରାଜପକ୍ଷ। 

19:39 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୮୨/୧

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୨୪
ଭାନୁକା ରାଜପକ୍ଷ : ୦୧

ନବମ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ଓ୍ୱିକେଟ
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:37 PM

ଭାରତର ପ୍ରଥମ ଶିକାର। ୟୁଜୁବେନ୍ଦ୍ରଙ୍କ ବଲରେ ଏଲବିଡବ୍ଲ୍ୟୁ ହେଲେ କୁଶଲ ମେଣ୍ଡିସ। ୫୨ ରନ କରି ଆଉଟ ହେଲେ କୁଶଲ।

19:32 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୮୦/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୨୩
କୁସାଲ ମେଣ୍ଡିସ୍ : ୫୨

ଅଷ୍ଟମ ଓଭର
ବୋଲର: ଉମରାନ ମଲ୍ଲିକ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୪
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:29 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୬୭/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୧୮
କୁସାଲ ମେଣ୍ଡିସ୍ : ୪୪

ସପ୍ତମ ଓଭର
ବୋଲର: ଅକ୍ଷର ପଟେଲ

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୪
ତୃତୀୟ ବଲ : ୧
ଚତୁର୍ଥ ବଲ : ୬
ପଞ୍ଚମ ବଲ : ୧
ଷଷ୍ଠ ବଲ : ୦

19:26 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୫୫/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୧୩
କୁସାଲ ମେଣ୍ଡିସ୍ : ୩୭

ଷଷ୍ଠ ଓଭର
ବୋଲର: ୟୁଜୁବେନ୍ଦ୍ର ଚହଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ତୃତୀୟ ବଲ : ୧
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୧
ଷଷ୍ଠ ବଲ : ୧

19:22 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୪୯/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୧୦
କୁସାଲ ମେଣ୍ଡିସ୍ : ୩୪

ପଞ୍ଚମ ଓଭର
ବୋଲର: ଅକ୍ଷର ପଟେଲ

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

19:17 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୪୭/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୯
କୁସାଲ ମେଣ୍ଡିସ୍ : ୩୩

ଚତୁର୍ଥ ଓଭର
ବୋଲର: ଶିବମ ମାଭି

ପ୍ରଥମ ବଲ : ୧
ଦ୍ୱିତୀୟ ବଲ : ୧
ଅତିରିକ୍ତ ବଲ : ନୋ ବଲ+୪
ତୃତୀୟ ବଲ : ୨
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୨
ଷଷ୍ଠ ବଲ : ୪

19:10 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୩୨/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୮
କୁସାଲ ମେଣ୍ଡିସ୍ : ୨୦

ତୃତୀୟ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୨
ଦ୍ୱିତୀୟ ବଲ : ୬
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୨
ଷଷ୍ଠ ବଲ : ୦

19:07 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୧୨/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୬
କୁସାଲ ମେଣ୍ଡିସ୍ : ୪

ଦ୍ୱିତୀୟ ଓଭର
ବୋଲର: ଅର୍ଶଦୀପ ସିଂ

ପ୍ରଥମ ବଲ : ୪
ଦ୍ୱିତୀୟ ବଲ : ୦
ତୃତୀୟ ବଲ : ୦
ଚତୁର୍ଥ ବଲ : ୧
ପଞ୍ଚମ ବଲ : ୦
ଅତିରିକ୍ତ ବଲ : ନୋ ବଲ
ଷଷ୍ଠ ବଲ : ୪

19:04 PM

ସ୍କୋର ବୋର୍ଡ
ଶ୍ରୀଲଙ୍କା: ୬/୦

ବ୍ୟାଟସମ୍ୟାନ
ପାଥମ୍ ନିସଙ୍କା : ୫
କୁସାଲ ମେଣ୍ଡିସ୍ : ୦

ପ୍ରଥମ ଓଭର
ବୋଲର: ହାର୍ଦ୍ଦିକ ପାଣ୍ଡ୍ୟା

ପ୍ରଥମ ବଲ : ୦
ଦ୍ୱିତୀୟ ବଲ : ୦
ଅତିରିକ୍ତ ବଲ : ଓ୍ୱାଇଡ଼
ତୃତୀୟ ବଲ : ୧
ଚତୁର୍ଥ ବଲ : ୦
ପଞ୍ଚମ ବଲ : ୦
ଷଷ୍ଠ ବଲ : ୦

18:42 PM

ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭେନ୍: ଇଶାନ କିଶନ (Wk),ଶୁଭମାନ ଗିଲ, ସୂର୍ଯ୍ୟକୁମାର ଯାଦବ, ରାହୁଲ ତ୍ରିପାଠୀ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ୍ଡା, ଆକ୍ସର ପଟେଲ, ଶିବମ ମାଭି, ଉମରାନ ମଲିକ, ଅର୍ଶଦୀପ ସିଂ, ୟୁଜବେନ୍ଦ୍ର ଚହଲ

18:41 PM

ଶ୍ରୀଲଙ୍କା ପ୍ଲେଇଂ ଇଲେଭେନ୍: ପାଥମ୍ ନିସଙ୍କା, କୁସାଲ ମେଣ୍ଡିସ୍ (Wk),ଧନଞ୍ଜୟ ଡି ସିଲଭା, ଚାରିଥ ଅସାଲଙ୍କା, ଭାନୁକା ରାଜପକ୍ଷ, ଦାସୁନ୍ ଶାନାକା (ଅଧିନାୟକ), ୱାନିନ୍ଦୁ ହାସରାଙ୍ଗା, ଚାମିକା କରୁଣାରତ୍ନେ, ମହେଶ ଥିକଶାନା, କାସୁନ୍ ରାଜିଥା, ଦିଲଶାନ୍ ମଧୁସନକା

18:31 PM

ଟସ ଜିତି ବୋଲିଂ ନିଷ୍ପତ୍ତି ନେଲା ଭାରତ। 

18:22 PM

ନମସ୍କାର! ଜି ଓଡ଼ିଶା ନ୍ୟୁଜ୍ ର ଲାଇଭ୍ ବ୍ଲଗକୁ ଆପଣଙ୍କୁ ସ୍ୱାଗତ । ଏହି ଲାଇଭ୍ ବ୍ଲଗ୍ ରେ, ଆମେ ଆପଣଙ୍କୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ତିନି ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜର ଦ୍ୱିତୀୟ ମ୍ୟାଚର ଲାଟେଷ୍ଚ ଅପଡ଼େଟ୍ ପ୍ରଦାନ କରିବୁ । ମ୍ୟାଚ୍ ସହିତ ଜଡିତ ପ୍ରତ୍ୟେକ ଛୋଟ ଓ ବଡ଼ ସୂଚନା ପାଇବାକୁ ଆମ ସହିତ ଯୋଡି ରୁହନ୍ତୁ ।