T20 World Cup: ଭାରତୀୟ ବିଶ୍ୱକପ ଦଳ ଘୋଷଣା, ଜାଣନ୍ତୁ ଟିମ୍ ରେ କିଏ କିଏ ସାମିଲ?
Advertisement
Article Detail0/zeeodisha/odisha2228929

T20 World Cup: ଭାରତୀୟ ବିଶ୍ୱକପ ଦଳ ଘୋଷଣା, ଜାଣନ୍ତୁ ଟିମ୍ ରେ କିଏ କିଏ ସାମିଲ?

T20 World Cup:ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ଏହି ଟପ୍ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ମୈଦାନକୁ ଓହ୍ଲାଇବ। 

 

T20 World Cup: ଭାରତୀୟ ବିଶ୍ୱକପ ଦଳ ଘୋଷଣା, ଜାଣନ୍ତୁ ଟିମ୍ ରେ କିଏ କିଏ ସାମିଲ?

T20 World Cup: ଟି-୨୦ ବିଶ୍ୱକପ୍ ପାଇଁ ଘୋଷଣା ହେଲା ଭାରତୀୟ ଦଳ । ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଶେଷରେ ବିସିସିଆଇ ଏହି ଟପ୍ ଖେଳାଳିଙ୍କୁ ଦଳରେ ସାମିଲ କରିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଟିମ୍ ମୈଦାନକୁ ଓହ୍ଲାଇବ। 

 

ସେହିପରି ଟିମରେ ଯଶସ୍ଵି ଜୟସ୍ୱାଲ୍ , ବିରାଟ କୋହଲି, ସୂର୍ଯ୍ୟ କୁମାର ଯାଦବ, ଋଷଭ ପନ୍ତ(ୱିକେଟ କିପର), ସଞ୍ଜୁ ସାମସନ (ୱିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଉପଅଧିନାୟକ), ରବିନ୍ଦ୍ର ଜାଡେଜା, ଶିଭମ ଦୁବେ, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁଜଭେନ୍ଦ୍ର ଚହଲ, ଜସପ୍ରିତ ବୁମରା, ମହମ୍ମଦ ସିରାଜ, ଶୁଭମନ ଗିଲ୍, ରିଙ୍କୁ ସିଂ, ଖଲିଲ ଅହମ୍ମଦ, ଅଭେଶ ଖାନଙ୍କୁ ଦଳରେ ସାମିଲ କରିଛି ବିସିସିଆଇ। 

Also Read: ଘର ଦୁଆର ମୁହଁରେ ରଖନ୍ତୁ ଏହିସବୁ ଜିନିଷ, ଲକ୍ଷ୍ମୀ ମାଆ ହେବେ ପ୍ରସନ୍ନ

Also Read: ଜାଣନ୍ତି କି ଘରର ଏହି କୋଣରେ ଲାଗିଥିବା ବୁଢିଆଣୀ ଜାଲ ଆଣିଥାଏ ବଡ଼ ବିପଦ!