Odisha News: ପୁରୀ ଜିଲ୍ଲାରେ ଲାଗୁ ହେଲା ଆଇନ ଧାରା ୩୦
Advertisement
Article Detail0/zeeodisha/odisha2153569

Odisha News: ପୁରୀ ଜିଲ୍ଲାରେ ଲାଗୁ ହେଲା ଆଇନ ଧାରା ୩୦

ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି

Odisha News: ପୁରୀ ଜିଲ୍ଲାରେ ଲାଗୁ ହେଲା ଆଇନ ଧାରା ୩୦

Odisha News: ପୁରୀ: ପୋଲିସ ଆଇନର ୩୦ ଧାରା ପୁରୀ ଜିଲ୍ଲାରେ ଲାଗୁ କରାଯାଇଛି।ଏହା ଚଳିତ ମାସ ୩ ତାରିଖ ଠାରୁ ମଇ ୫ ତାରିଖ ୯୦ ଦିନ ପର୍ଯ୍ୟନ୍ତ ପୁରୀ ଜିଲ୍ଲାର ସମସ୍ତ ପୋଲିସ ଷ୍ଟେସନ ଅଞ୍ଚଳ, ପୁରୀ ମ୍ୟୁନିସିପାଲିଟି, ପିପିଲି, କୋଣାର୍କ ଓ ନିମାପଡା ଏନ ଏ ସି ଅଞ୍ଚଳରେ ବଳବତ୍ତର ରହିବ। ଏହି ସମୟ ମଧ୍ୟରେ ବିନା ଅନୁମତିରେ ସଭା, ଶୋଭାଯାତ୍ରା, ମାଇକ ବ୍ୟବହାର କରାଯାଇ ପାରିବ ନାହିଁ ବୋଲି ଏସପି ପିନାକ ମିଶ୍ର ସୂଚନା ଦେଇଛନ୍ତି।