Gold Price: ୫୦ ହଜାର ତଳେ ସୁନା ଦର, ଭୁବନେଶ୍ୱରରେ ଭରି ପିଛା କମିଲା ଏତିକି ଟଙ୍କା
Advertisement
Article Detail0/zeeodisha/odisha2240648

Gold Price: ୫୦ ହଜାର ତଳେ ସୁନା ଦର, ଭୁବନେଶ୍ୱରରେ ଭରି ପିଛା କମିଲା ଏତିକି ଟଙ୍କା

ଅକ୍ଷୟ ତୃତୀୟା ପୂର୍ବରୁ ସୁନା ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଥିବା ବେଳେ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ସୁନା ଦରରେ ବୃଦ୍ଧି ଘଟିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ବଜାରରେ ଗ୍ରାମ ପିଛା ୧୦ଟଙ୍କା ହ୍ରାସ ଘଟିଛି। ଆଜି ୨୨ କ୍ୟାରେଟ ସୁନା

Gold Price: ୫୦ ହଜାର ତଳେ ସୁନା ଦର, ଭୁବନେଶ୍ୱରରେ ଭରି ପିଛା କମିଲା ଏତିକି ଟଙ୍କା

Gold And Silver Price Today: ଅକ୍ଷୟ ତୃତୀୟା ପୂର୍ବରୁ ସୁନା ବଜାରରେ ଅସ୍ଥିରତା ଦେଖିବାକୁ ମିଳିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ବଜାରରେ ସୁନା ଦରରେ ହ୍ରାସ ଘଟିଥିବା ବେଳେ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ସୁନା ଦରରେ ବୃଦ୍ଧି ଘଟିଛି। ଗୁଡସ ରିଟର୍ଣ୍ଣ ତଥ୍ୟ ଅନୁଯାୟୀ ଭାରତୀୟ ବଜାରରେ ଗ୍ରାମ ପିଛା ୧୦ଟଙ୍କା ହ୍ରାସ ଘଟିଛି। ଆଜି ୨୨ କ୍ୟାରେଟ ସୁନା ଭରି ପିଛା ୬୬୧୫୦ ଟଙ୍କାରେ କାରବାର କରୁଛି। 

ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନାର ଭରି ପିଛା ମୂଲ୍ୟ ୬୬, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍  ୭୨, ୧୬୦ ଟଙ୍କା ରହିଛି । ତେବେ ସଦ୍ୟ ସୂଚନା ଅନୁଯାୟୀ ୨୨ କ୍ୟାରେଟରେ ୧୦୦ ଓ  ୨୪ କ୍ୟାରେଟରେ ୧୧୦ ଟଙ୍କା ଦର କମିଛି। ସେହିପରି, ଦେଶର ରାଜଧାନୀ ଦିଲ୍ଲୀରେ ୨୨ କ୍ୟାରେଟ ସୁନା ଭରି ପିଛା ମୂଲ୍ୟ ୬୬,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୧୬୦ ଟଙ୍କା ରହିଛି। ୨୨ କ୍ୟାରେଟ୍ ରେ ୧୦୦ ଓ  ୨୪ କ୍ୟାରେଟରେ ୧୧୦ ଟଙ୍କା ହ୍ରାସ ପାଇଛି। ଅନ୍ୟପଟେ, ମାୟାନଗରୀ ମୁମ୍ବାଇରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬, ୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ଦାମ୍ ୭୨,୧୬୦ ଟଙ୍କା ରହିଛି।

ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ବି ସୁନା ମୂଲ୍ୟରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚେନ୍ନାଇ ବଜାରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ମୂଲ୍ୟ ୧୦ ଗ୍ରାମ୍ ପିଛା ୭୨,୧୬୦ ଟଙ୍କା ରହିଛି। ସେହିକ୍ରମରେ ଓଡି଼ଶାର ରାଜଧାନୀ ଭୁବନେଶ୍ବରରେ ୨୨ କ୍ୟାରେଟ ସୁନାର ୧୦ ଗ୍ରାମ ମୂଲ୍ୟ ୬୬,୧୫୦ ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟର ୧୦ ଗ୍ରାମ୍ ମୂଲ୍ୟ ୭୨,୧୬୦ ଟଙ୍କା ରହିଛି । ସେପଟେ ବୁଲିଅନ ବଜାର ତଥ୍ୟ ଅନୁଯାୟୀ ୧୪ କ୍ୟାରେଟ ସୁନା ଭରି ପିଛା ୪୬୨୧୦ ଟଙ୍କାରେ କାରବାର