Train Service: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ସବୁ ରୁଟରେ ଚାଲିବ ଗ୍ରୀଷ୍ମ କାଳୀନ ସ୍ପେଶାଲ୍ ଟ୍ରେନ୍
Advertisement

Train Service: ଯାତ୍ରୀଙ୍କ ପାଇଁ ଖୁସି ଖବର, ଏହି ସବୁ ରୁଟରେ ଚାଲିବ ଗ୍ରୀଷ୍ମ କାଳୀନ ସ୍ପେଶାଲ୍ ଟ୍ରେନ୍

Train Service: ରାଜ୍ୟରେ ଏବେ ଆରମ୍ଭ ହୋଇଯାଇଛି ପ୍ରଚଣ୍ତ ରୌଦ୍ର ତାପ। ଗ୍ରୀଷ୍ମ ଋତୁରେ ଯାତ୍ରୀଙ୍କ ଭିଡ଼ ଏଡାଇବା ସହିତ ଜନସାଧାରଣଙ୍କ ଯାତ୍ରା ଆବଶ୍ୟକତାକୁ ଦୃଷ୍ଟିରେ ରଖି  ଏବଂ ଗ୍ରୀଷ୍ମକାଳିନ ଭିଡ଼କୁ ଏଡାଇବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ବିଭିନ୍ନ ଗନ୍ତବ୍ୟସ୍ଥଳକୁ ଆହୁରି ଅଧିକ ସ୍ବତନ୍ତ୍ର ଟ୍ରେନ୍ ଚଳାଚଳ ବୃଦ୍ଧି କରିବାକୁ ନିସ୍ପତ୍ତି ନିଆଯାଇଛି। 

ALSO READ : Budh Uday 2024: ଆସନ୍ତାକାଲି ଠୁ ଏହି ରାଶିର ଆରମ୍ଭ ହେବ ଖରାପ ସମୟ, ବ୍ୟବସାୟରେ କ୍ଷତି ସହ ମନ ରହିବ ଭାରାକ୍ରାନ୍ତ

ALSO READ : Today Horoscope: ଅଯଥା ବିବାଦରେ ଫସି ପାରନ୍ତି ଏହି ସବୁ ରାଶି, ଜାଣନ୍ତୁ ଆଜିର ରାଶିଫଳ

ଏହି ସବୁ ସ୍ବତନ୍ତ୍ର ଟ୍ରେନ୍ ହେଲା ପୁରୀ-ସାଲିମାର ଦ୍ୱି-ସାପ୍ତାହିକ , ପୁରୀ-ନିଜାମୁଦ୍ଦିନ୍ ସାପ୍ତାହିକ, ମାଳତୀପାଟପୁର-ସାଲିମାର ସପ୍ତାହିକ, ଭୁବନେଶ୍ବର-ଜଶବନ୍ତପୁର, ବ୍ରହ୍ମପୁର-ସୁରଟ,ସମ୍ବଲପୁର-ପୁଣେ, ସମ୍ବଲପୁର -ଗୌହାଟୀ ସାପ୍ତାହିକ, ବିଶାଖାପାଟନମ୍-କ୍ରୁନୁଲ୍ ସ୍ବତନ୍ତ୍ର ଟ୍ରେନ୍ ଏହା ବ୍ୟତିତ  ଭୁବନେଶ୍ବର-ଚେନ୍ନାଇ ସାପ୍ତାହିକ, ଭୁବନେଶ୍ବର-ଧାନବଦ, ପୁରୀ-ପଟନା ସ୍ବତନ୍ତ୍ର ଟ୍ରେନ୍, ପୁରୀ-ଭଜ୍ଞପୁର ସ୍ବତନ୍ତ୍ର ଟ୍ରେନ୍, ପୁରୀ-ସାନ୍ତଗଛି ସ୍ବତନ୍ତ୍ର ଟ୍ରେନ୍, ବ୍ରହ୍ମପୁର-ଏର୍ଣ୍ଣାକୁଲମ୍ ସାପ୍ତାହିକ, କଟକ -ହାଇଦ୍ରାବାଦ୍ ସ୍ବତନ୍ତ୍ର ଟ୍ରେନ୍, ବିଶାଖାପଟଣା-ବେଙ୍ଗାଲୁରୁ ସ୍ପେଶାଲ୍ ଟ୍ରେନର ସମୟ ସୀମାକୁ ବୃଦ୍ଧି କରାଯାଇଛି।