Panchang 29th July 2024: ଅଦ୍ୟ ଜୁଲାଇ ମାସ ୨୯ ତାରିଖ ୨୦୨୪ ମସିହା (ସୋମବାର)


COMMERCIAL BREAK
SCROLL TO CONTINUE READING

ଶକାବ୍ଦ - ୧୯୪୬ 
ସମ୍ବତ - ୨୦୮୧
ଦିଲ୍ଲୀସ୍ୱରାଦ୍ଧ - ୧୪୩୧
ସମ୍ବତ୍ସର - କାଳ
ଶ୍ରାବଣମାସ - କୃଷ୍ଣପକ୍ଷ
ତିଥି - ନବମୀ ସନ୍ଧ୍ୟା ଘ ୦୬/୧୨ ଗତେ ଦଶମୀ
ନକ୍ଷତ୍ର - ଦ୍ଵିଜା ଦିବା ଘ୧୧/୪୮ ଗତେ କୃତ୍ତିକା
ଚନ୍ଦ୍ର - ମେଷ ସନ୍ଧ୍ୟା ଘ ୦୫/୪୦ ଗତେ ବୃଷ
ଯୋଗ - ଗଣ୍ଡ
କରଣ - ତୈତିଳ
ସୌରମାସ - କର୍କଟ ୧୪ ଦିନ


ସୁର୍ୟୋଦୟ - ପ୍ରାତଃ ଘ୦୫/୨୫/୫୫
ସୂର୍ଯ୍ୟାସ୍ତ - ସନ୍ଧ୍ୟା ଘ୦୬/୨୧/୨୪


ଯୋଗିନୀ ପୂର୍ବେ ସନ୍ଧ୍ୟା ଘ ୦୬/୧୨ ଗତେ ଉତ୍ତରେ 
ନବମୀ ଏକୋଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ
ବିଛା ରାଶିର ଘାତଚନ୍ଦ୍ର
ମିଥୁନ ରାଶିର ଘାତବାର


କାଳବେଳା - ଦିବା ଘ ୦୭/୦୨ ଗତେ ଘ ୦୮/୪୦ ମଧ୍ୟେ
ବାରବେଳା - ଦିବା ଘ ୦୩/୦୫ ଗତେ ଘ ୦୪/୪୧ ମଧ୍ୟେ
ମୃତେ ଦିବା ଘ ୧୧/୪୮ ଗତେ ଏକ ପାଦ ପୁଷ୍କର ଦୋଷ


ବିଶୁଦ୍ଧ ଅମୃତ ବେଳା- ଦିବା ୦୭/୦୧ ମଧ୍ୟେ ଓ ଘ ୧୦/୧୩ ଗତେ ଘ ୧୨/୩୫ ମଧ୍ୟେ ଓ ରାତ୍ରି  ଘ ୦୭/୦୭ ଗତେ ଘ ୦୯/୨୫ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳା- ନାସ୍ତି


ଅଦ୍ୟ ଲାଉ ସନ୍ଧ୍ୟା ଘ ୦୬/୧୨ ଗତେ କଳମଶାଗ ଭକ୍ଷଣ ନିଷେଧ


ତଥ୍ୟ- ଜ୍ୟୋତିଷ ଡ: ବାୟୁନନ୍ଦନ ମିଶ୍ର  


Also Read- କ୍ଷୀର ବିକି ଶ୍ରେୟାଙ୍କୁ IAS କରିବାକୁ ସ୍ୱପ୍ନ ଦେଖୁଥିଲେ ବାପା, ଝିଅର ମୃତ୍ୟୁ ପରେ ଶୋକ ସାଗରରେ ପରିବାର


Also Read- ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ବିକଶିତ ଓଡ଼ିଶା ପାଇଁ ସହଯୋଗ କାମନା