Entertainment News

alt
Madhuri Dixit: ପାକିସ୍ତାନୀ ଝିଅ ଆୟେଶାଙ୍କ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଆୟେଶା 'ମେରା ଦିଲ ୟେ ପୁକାରେ ଆଜା'ର ରିମିକ୍ସ ଗୀତରେ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । ଏହାର ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେବାରେ ଲାଗିଛି ଏବଂ ଗୀତଟି ଏକ ଟ୍ରେଣ୍ଡରେ ପରିଣତ ହୋଇଛି। ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଠାରୁ ଆରମ୍ଭ କରି ମନୋରଞ୍ଜନ ଜଗତ ସହିତ ଜଡିତ ତାରକା ମାନେ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳୁଛି । ଏଥି ସହିତ ବର୍ତ୍ତମାନ ବଲିଉଡର ଧକଧକ୍ ଗାର୍ଲ ମାଧୁରୀ ଦୀକ୍ଷିତଙ୍କ ନାଁ ମଧ୍ୟ ଏହି ତାଲିକାରେ ଆସିଛି । ଅଭିନେତ୍ରୀଙ୍କ ଡ୍ୟାନ୍ସ ଭିଡିଓ ବର୍ତ୍ତମାନ ବେଶ ଭାଇରାଲ ହେଉଛି ।  ଯେଉଁଥିରେ ଦେଖିବାକୁ ମିଳିଛି ଯେ, ସେ ଏକ କ୍ରିମ କର୍ଲର ଶାଢୀ ପିନ୍ଧିଛନ୍ତି ।
Dec 4,2022, 13:43 PM IST
Read More

Trending news