• ଏପ୍ରିଲ ଶେଷ କିମ୍ବା ମେ ପ୍ରଥମ ସପ୍ତାହରେ ଓଡ଼ିଶାରେ କୋରୋନା ପିକ୍‌ରେ ରହିପାରେ
  • ଅକ୍ସିଜେନ୍, ବେଡ, ICU ଯଥେଷ୍ଟ ପରିମାଣର ରହିଛି
  • ରାଜ୍ୟରେ କୋଭିଡ ସ୍ଥିତି ନେଇ DMET ସି.ବି.କେ. ମହାନ୍ତିଙ୍କ ସୂଚନା
  • ଓଡ଼ିଶାରେ ମାଟ୍ରିକ ପରୀକ୍ଷା ବାତିଲ
  • ମହାମାରୀ ଭିତରେ ମାଟ୍ରିକ ପରୀକ୍ଷା ବାତିଲ କଲେ ମନ୍ତ୍ରୀ ସମୀର ଦାସ।
  • ମୂଲ୍ୟାଙ୍କନ ନେଇ ଖୁବ୍‌ଶୀଘ୍ର ନିଷ୍ପତ୍ତି ନେବ ବୋର୍ଡ: ରାମାଶିଷ ହାଜରା
  • କଟକରେ କୁମ୍ଭମେଳା ଫେରନ୍ତା ଆଉ ୧୩ ପଜିଟିଭ ଚିହ୍ନଟ
  • ଆଜିଠୁ ବ୍ରହ୍ମପୁରରେ ଘରକୁ ଘର ବୁଲି ଲୋକଙ୍କ ସ୍ବାସ୍ଥ୍ୟ ଯାଞ୍ଚ
  • ସମ୍ବଲପୁର ବିଶ୍ଵ ବିଦ୍ୟାଳୟ ୫ ଦିନ ପାଇଁ ବନ୍ଦ
  • ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗରେ କରୋନା ଚିହ୍ନଟ ହେବା ପରେ ନିଷ୍ପତ୍ତି
Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

Covid19 Outbreak: ମୁକାବିଲା ଲାଗି ଆକ୍ସନମୁଡରେ ପ୍ରଶାସନ

ସେବାୟତଙ୍କ ପାଇଁ ଆସନ୍ତାକାଲି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ସହ ଆଇସିୟୁ ବ୍ୟବସ୍ଥା ନୀଳାଚଳ ଭକ୍ତ ନିବାସରେ ଖୋଲିବା ନେଇ ପ୍ରସ୍ତୁତି ସରିଛି। 

Apr 20, 2021, 07:02 PM IST
ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ରଥଯାତ୍ରା ପାଇଁ ଚାଲିଛି ପ୍ରସ୍ତୁତି; ରଥଖଳାକୁ ଆସିଛି ୬୨ ଖଣ୍ଡ କାଠ

ଚଳିତ ବର୍ଷର ରଥଯାତ୍ରା ପାଇଁ ୭୯୬ ଖଣ୍ଡ କାଠର ଆବଶ୍ୟକତା ରହିଛି।

Apr 19, 2021, 06:13 PM IST
ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ଏସଓପି ଆଧାରରେ ଜଗା ଦର୍ଶନ; କୋରୋନା ସଂକ୍ରମଣକୁ ନେଇ ସତର୍କ ପ୍ରଶାସନ

ଆରଟିପିସିଆର ଟେଷ୍ଟ ସହିତ ଟିକାକରହଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ସହ ନୀଳାଞ୍ଚଳ ଭକ୍ତ ନିବାସରେ ଖୋଲିଛି ୧୧୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ୟୁନିଟ୍।

Apr 19, 2021, 05:22 PM IST
ପିପିଲି ଉପନିର୍ବାଚନ: କଂଗ୍ରେସ ଆପଣାଇବ ନବୀନଙ୍କ ଷ୍ଟ୍ରାଟେଜୀ !

ପିପିଲି ଉପନିର୍ବାଚନ: କଂଗ୍ରେସ ଆପଣାଇବ ନବୀନଙ୍କ ଷ୍ଟ୍ରାଟେଜୀ !

ମେ ୧୩ରେ ପିପିଲି ଉପନିର୍ବାଚନ ହେବ। ଏଥିପାଇଁ ଏପ୍ରିଲ ୨୬ରେ କେବଳ କଂଗ୍ରେସ ପ୍ରାର୍ଥୀଙ୍କୁ ନାମାଙ୍କନ ଭରିବାକୁ ସୁଯୋଗ ଦିଆଯିବ। ତେବେ ସେହି ପ୍ରାର୍ଥୀ କିଏ ହେବ ତାହାକୁ ନେଇ କଂଗ୍ରେସ ଚିନ୍ତାରେ ପଡିଛି।

Apr 19, 2021, 01:20 PM IST
ସାଥୀ ହୋଇ ଚାଲିଗଲେ

ସାଥୀ ହୋଇ ଚାଲିଗଲେ

ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀତା ବିବାହ (Sita Bibah) ର ନିର୍ଦ୍ଦେଶକ ତଥା ପ୍ରଯୋଜକ ମୋହନ ସୁନ୍ଦର ଦେବଗୋସ୍ୱମୀ (Sundar Deba Goswami) ଙ୍କ ଅଣନାତି ବଟରାଜ। ସେ ୧୯୪୮ମସିହା ଅଗଷ୍ଟ ମାସରେ ପୁରୀ ସହରର ମରିଚିକୋଟ୍ ଲେନରେ ଜନ୍ମଗ୍ରହଣ କରିଥିଲେ।

Apr 18, 2021, 04:25 PM IST
ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା

ପିପିଲି ଉପନିର୍ବାଚନ ପାଇଁ ସାନି ଭୋଟ୍ ତାରିଖ ଘୋଷଣା

ମେ ୧୩ରେ ହେବ ପିପିଲି ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବ। ଆଜି ଏହି ନିର୍ବାଚନ ହେବାକୁ ଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ନିର୍ବାଚନ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।

Apr 17, 2021, 10:27 PM IST
ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

ବଦଳିଲା ଶ୍ରୀମନ୍ଦିର SOP, ବାହାର ଭକ୍ତଙ୍କ ପାଇଁ କଠୋର କଟକଣା

ଆସନ୍ତା ୨୪ ତାରିଖ ପରଠାରୁ ସପ୍ତାହରେ ଦୁଇଦିନ ଅର୍ଥାତ ଶନିବାର ଓ ରବିବାର ଶ୍ରୀମନ୍ଦିର ଭକ୍ତଙ୍କ ଦର୍ଶନ ପାଇଁ ବନ୍ଦ ରହିବ। କୋଭିଡ ଆକ୍ରାନ୍ତ ସେବାୟତଙ୍କ ପାଇଁ ପୁନଃ ନୀଳାଚଳ ଭକ୍ତ ନିବାସରେ କୋଭିଡ କେୟାର ହୋମ କାର୍ଯ୍ୟକ୍ଷମ ହୋଇଛି।  

Apr 17, 2021, 04:47 PM IST
କଣ ଥିଲା ଅଜିତଙ୍କ ଶେଷ ସ୍ୱପ୍ନ? ଖୁଲାସା କଲେ ସୁର ରାଉତରାୟ

କଣ ଥିଲା ଅଜିତଙ୍କ ଶେଷ ସ୍ୱପ୍ନ? ଖୁଲାସା କଲେ ସୁର ରାଉତରାୟ

ଜଣେ ଯୁବ ନେତାଙ୍କୁ ହରାଇ କଂଗ୍ରେସ ଭାଙ୍ଗି ପଡିଛି। ରାଜ୍ୟ ତଥା କେନ୍ଦ୍ରର ନେତା-ମନ୍ତ୍ରୀମାନେ ଅଜିତଙ୍କ ବିୟୋଗରେ ଶୋକ ପ୍ରକାଶ କରିଛନ୍ତି। ବିଧାୟକ ସୁର ରାଉତ ରାୟ ମଧ୍ୟ ଅଜିତଙ୍କ ବିୟୋଗ ଖବର ଶୁଣି ମ୍ରିୟମାଣ ହୋଇ ପଡିଛନ୍ତି।

Apr 14, 2021, 07:06 PM IST
'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'

'ପୂଜା ପୂର୍ବରୁ ମୂର୍ତ୍ତି ବିସର୍ଜନ'

ଅଜିତଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମେତ ଅନେକ ନେତା ଶୋକ ପ୍ରକାଶ କରିଛନ୍ତି। 

Apr 14, 2021, 04:40 PM IST
Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

Pipili By Election : ରଣ ପୂର୍ବରୁ ହତିଆର ଛାଡି ହତାଶ କଂଗ୍ରେସ

ଡେଲାଙ୍ଗ ପିପିଲିରେ ଜୋରସୋରରେ ନିର୍ବାଚନୀ ପ୍ରଚାର ଚାଲିଛି। କିନ୍ତୁ ଏହାରି ମଧ୍ୟରେ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ଏକ ବୟାନ ଆସିଛି। ଯାହାକୁ ଶୁଣିଲେ ପିପିଲି ଲଢେଇ ପୂର୍ବରୁ କଂଗ୍ରେସ ରଣକ୍ଷେତ୍ରରେ ଅସ୍ତ୍ର ତ୍ୟାଗ କଲାଭଳି ଲାଗୁଛି।

Apr 13, 2021, 08:52 PM IST
ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି

ମୁଖ୍ୟମନ୍ତ୍ରୀଙ୍କ ପ୍ରଚାର ପୂର୍ବରୁ ପିପିଲିରେ ହିଂସା, ୩ BJP କର୍ମୀ ହସ୍ପିଟାଲରେ ଭର୍ତ୍ତି

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭର୍ଚୁଆଲ ମାଧ୍ୟମରେ ପିପିଲି (Pipili Bypoll) ପାଇଁ ପ୍ରଚାର କରିବେ। ପିପିଲି ବ୍ଲକ୍ ଓ NAC ଏବଂ ଡେଲାଙ୍ଗ ବ୍ଲକରେ BJD ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ପାଇଁ ସେ ଭୋଟ୍ ମାଗିବେ।

Apr 11, 2021, 08:27 PM IST
ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

ଏସସିବି ମେଣ୍ଟାଲ ୱାର୍ଡରେ ନାଗାବାବା; ପାଗଳ ଆଖ୍ଯା ଦେବାକୁ ନେଇ ତେଜିଲା ଅସନ୍ତୋଷ

କଟକ ଏସସିବି ମେଡିକାଲସ୍ଥିତ ମେଣ୍ଟାଲ ୱାର୍ଡରେ ଚିକିତ୍ସିତ ହେଉଛନ୍ତି ନାଗାବାବା। 

Apr 8, 2021, 09:49 PM IST
ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ ?

ଚକାନୟନର ଲୀଳା ନଦେଖି ପୁଣି ଗଡ଼ିବ କି ଲୋତକ ?

ସେବାୟତ ଓ ରଥନିର୍ମାଣ ସେବକଙ୍କର ଟିକାକରଣ ଚାଲିଥିବା ବେଳେ ଆସନ୍ତାକାଲି ଠାରୁ ଆରମ୍ଭ ହେବ ଆରଟିପିସିଆର ଟେଷ୍ଟ । ଆଉ ସେବାୟତଙ୍କ ଘରଘର ବୁଲି ସ୍ୱାସ୍ଥ୍ୟାବସ୍ତା ଯାଞ୍ଚ କରିବେ ସ୍ୱାସ୍ଥ୍ୟକର୍ମୀ। 

Apr 8, 2021, 07:45 PM IST
ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଳାକୃତୀ ଜରିଆରେ ଅନୁରୋଧ ଜଣାଇଲେ ଯୁବଶିଳ୍ପୀ

ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କଳାକୃତୀ ଜରିଆରେ ଅନୁରୋଧ ଜଣାଇଲେ ଯୁବଶିଳ୍ପୀ

ଜିଲ୍ଲାରେ ପ୍ରାୟ ୧୫ଲକ୍ଷ ଲୋକ ଏବଂ ଏଠାକୁ ଆସୁଥିବା ହଜାର ହଜାର ପର୍ଯ୍ଯଟକ ଜିଲ୍ଲା ସଦର ମହକୁମାରେ ଅବସ୍ଥିତ ସଦର ଚିକିତ୍ସାଳୟ ଉପରେ ନିର୍ଭର କରିଥାନ୍ତି। 

Apr 6, 2021, 09:35 PM IST
ପାଞ୍ଚ ରାଜ୍ୟର ପର୍ଯ୍ୟଟକଙ୍କୁ ପୁରୀ ମନା !

ପାଞ୍ଚ ରାଜ୍ୟର ପର୍ଯ୍ୟଟକଙ୍କୁ ପୁରୀ ମନା !

ରେଳଷ୍ଟେସନରେ ପର୍ଯ୍ଯଟକଙ୍କୁ RTPCR ଟେଷ୍ଟ କରିବା ସହ ହୋଟେଲ ମାଲିକଙ୍କୁ ତାଗିଦ କରାଯାଇଛି। ୭୨ ଘଣ୍ଟା ପୂର୍ବର ନେଗେଟିଭ୍ ପ୍ରମାଣପତ୍ର ନଚେତ କମ୍ପ୍ଲିଟ୍ ଟିକାକରଣ ହୋଇନଥିଲେ ସେମାନଙ୍କୁ ହୋଟେଲ ମନା।

Apr 6, 2021, 08:41 PM IST
ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?

ବାରମ୍ବାର ବ୍ୟାରିକେଡରେ ଫସୁଛି ମୁଣ୍ଡ, କେବେ ଚେତିବ ଶ୍ରୀମନ୍ଦିର ପ୍ରଶାସନ?

ବିଭିନ୍ନ ସମୟରେ ଲୁହା ବ୍ଯାରିକେଡର ଫାଙ୍କରେ ଛୋଟ ପିଲା ମୁଣ୍ଡ ପୁରାଇ ଦେଉଛନ୍ତି। ଫଳରେ ମୁଣ୍ଡକୁ ବାହାର କରିବା ମୁସ୍କିଲ ହେଉଛି। ଆଜି ମଧ୍ୟ ଏଇଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।

Apr 3, 2021, 11:43 PM IST
 ପିପିଲି ପାଇଁ BJDର ୩୦ ଷ୍ଟାର୍ କ୍ୟାମ୍ପେନର; ଶୀର୍ଷରେ ନବୀନ, ପୁଣି ନିଖୋଜ ଅନୁଭବ

ପିପିଲି ପାଇଁ BJDର ୩୦ ଷ୍ଟାର୍ କ୍ୟାମ୍ପେନର; ଶୀର୍ଷରେ ନବୀନ, ପୁଣି ନିଖୋଜ ଅନୁଭବ

ଆଜି ଉଭୟ BJD ଓ କଂଗ୍ରେସ ନିଜ ନିଜ ଷ୍ଟାର କ୍ୟାମ୍ପେନରଙ୍କ ତାଲିକା ଘୋଷଣା କରିଛନ୍ତି। ତେବେ ଏହି ତ୍ରିମୁଖୀ ଲଢେଇରେ ପ୍ରତ୍ୟକ ଦଳରେ ୩୦ ଜଣ ଲେଖାଏଁ ସାମିଲ ହୋଇଛନ୍ତି।  

Apr 2, 2021, 06:37 PM IST
ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ

ଡରୁଛନ୍ତି କି ରୁଦ୍ର? ଆସିଲେନି ମହାରାଜ, ପଠାଇଲେ ସୈନ୍ୟ ସାମନ୍ତ

୧୫ ଜଣ ପ୍ରାର୍ଥୀ ନାମଙ୍କନ ଭରିଥିବା ବେଳେ ୩ ଜଣ ପ୍ରତ୍ୟାହାର କରିଛନ୍ତି। ସେପଟେ ପ୍ରଥମ ଥର ନିର୍ବାଚନରେ ନିଜ ଭାଗ୍ୟ ପରୀକ୍ଷା କରୁଥିବା BJD ପ୍ରାଥୀ ରୁଦ୍ର ମହାରଥୀ ଆତ୍ମବିଶ୍ୱାସ ହରାଇଥିବା ଭଳି ଜଣାପଡୁଛି।

Apr 2, 2021, 04:36 PM IST
ମହାପ୍ରଭୁଙ୍କ ମାଉସୀ ମାଆ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ମହାପ୍ରଭୁଙ୍କ ମାଉସୀ ମାଆ ମନ୍ଦିରରେ କଳାକନା ବୁଲାଇଲେ ଲୁଟେରା

ମନ୍ଦିର ଅବହେଳିତ ଅବସ୍ଥାରେ ପଡିରହିଛି। ସେପଟେ ଗତକାଲି ମହାପ୍ରଭୁଙ୍କ ଏହି ମାଉସୀମାଆଙ୍କ ମନ୍ଦିରରୁ ଲୁଟ ହୋଇଛି। ମୁଖ୍ୟ ଗେଟର ତାଲା କାଟି ହୁଣ୍ଡି ଅର୍ଥ ସହ ଲୁଟି ନେଇଛନ୍ତି ମାଆଙ୍କ ବସ୍ତ୍ର ସହ ମୁଲ୍ଯବାନ ଅଳଙ୍କାର।

Apr 1, 2021, 09:33 PM IST
ମନ୍ତ୍ରୀଙ୍କୁ ବି ଖାତିରି ନାହିଁ! ପୁରୀରେ BJDର ୨ ଗୋଷ୍ଠୀ ହାତାହାତି

ମନ୍ତ୍ରୀଙ୍କୁ ବି ଖାତିରି ନାହିଁ! ପୁରୀରେ BJDର ୨ ଗୋଷ୍ଠୀ ହାତାହାତି

ମନ୍ତ୍ରୀ ସମୀର ଦାଶ ଓ ସାଂସଦ ପିନାକୀ ମିଶ୍ରଙ୍କ ଉପସ୍ଥିତିରେ BJDର ୨ ଗୋଷ୍ଠୀ ହାତାହାତି ହୋଇଛନ୍ତି। ସ୍ଲୋଗାନକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ମାରପିଟ ହୋଇଥିବା ଅଭିଯୋଗ ହୋଇଛି।

Mar 27, 2021, 11:38 PM IST