Panchang Today 12th April 2024: ଘରୁ ବାହାରିବା ଆଗରୁ ଜାଣନ୍ତୁ ଶୁଭସମୟ, କାଳବେଳା
Panchang Today 12th April 2024: ଆଜିର ପଞ୍ଚାଙ୍ଗରେ ଜାଣନ୍ତୁ ଶୁଭ ସମୟ, କାଳବେଳା, ତିଥି, ନକ୍ଷତ୍ର ସମେତ ଅନେକ ତଥ୍ୟ
Panchang Today 12th April 2024:
ଅଦ୍ୟ ଅପ୍ରେଲ ମାସ ୧୨ ତାରିଖ ୨୦୨୪ ମସିହା(ଶୁକ୍ରବାର)
ଶକାବ୍ଦ -୧୯୪୬
ସମ୍ବତ -୨୦୮୧
ଦିଲ୍ଲୀସ୍ୱରାଦ୍ଧ-୧୪୩୧
ସମ୍ବତ୍ସର-ପିଙ୍ଗଳ
ଚୈତ୍ରମାସ- ଶୁକ୍ଳପକ୍ଷ
ତିଥି- ଚତୁର୍ଥୀ ଦିବା ଘ ୧୨/୪୭ ଗତେ ପଞ୍ଚମୀ
ନକ୍ଷତ୍ର- ରୋହିଣୀ ରାତ୍ରି ଘ୦୧/୦୬ ଗତେ ମୃର୍ଗଶିରା
ଚନ୍ଦ୍ର- ବୃଷ
ଯୋଗ- ସୌଭାଗ୍ୟ
କରଣ - ବିଷ୍ଟି
ସୌରମାସ- ମୀନ ୩୦ ଦିନ
ସୁର୍ୟୋଦୟ-ପ୍ରାତଃ ଘ୦୫/୩୫/୩୮
ସୂର୍ଯ୍ୟାସ୍ତ -ସନ୍ଧ୍ୟା ଘ୦୬/୦୧/୩୫
ଯୋଗିନୀ ନୈରୁତେ ଦିବା ଘ୧୨/୪୭ ଗତେ ଦକ୍ଷିଣେ
ଚତୁର୍ଥୀର ର ଏକୋଦିଷ୍ଟ ଓ ପଞ୍ଚମୀ ର ପାର୍ବଣ ଶ୍ରାଦ୍ଧ
ବିଛା ରାଶି ର ଘାତଚନ୍ଦ୍ର
ବିଛା, ଧନୁ ଓ ମୀନ ରାଶି ର ଘାତବାର
କାଳବେଳା ଓ ବାରବେଳା - ଦିବା ଘ୦୮/୪୦ ଗତେ ଘ୧୧/୪୪ ମଧ୍ୟେ
ବିଶୁଦ୍ଧ ଅମୃତ ବେଳ। - ଦିବା ଘ୦୭/୧୦ ମଧ୍ୟେ ଓ ଘ୦୭/୫୬ ଗତେ ଘ୦୮/୩୯ ମଧ୍ୟେ ଓ ଘ୧୨/୪୪ ଗତେ ଘ୦୨/୨୦ ମଧ୍ୟେ
ବିଶୁଦ୍ଧ ମାହେନ୍ଦ୍ର ବେଳ।- ରାତ୍ରି ଘ୧୦/୫୧ ଗତେ ଘ୦୧୧/୩୯ ମଧ୍ୟେ ଓ ଘ୦୪/୨୩ ଗତେ ଘ୦୫/୩୦ ମଧ୍ୟେ
ଅଦ୍ୟ ମୂଳା ପୋଟଳ ଦିବା ଘ୧୨/୪୭ ଗତେ ବେଲ ଭକ୍ଷଣ ନିଷେଧ
ତଥ୍ୟ- ଜ୍ୟୋତିଷ ଡ:ବାୟୁନନ୍ଦନ ମିଶ୍ର
Also Read- Guru Nakshatra Gochar: ରାମ ନବମୀରେ ନକ୍ଷତ୍ର ପରିବର୍ତ୍ତନ କରିବେ ବୃହସ୍ପତି, ୩ରାଶିଙ୍କ ଭାଗ୍ୟ ଉଜ୍ଜ୍ୱଳ